ରାଜଧାନୀରେ ଚାଞ୍ଚଲ୍ୟ : ଭଡ଼ାରେ ନେଇ ମାରିଦେଲେ
ବୋରିଗୁମାରୁ ଉଦ୍ଧାର ହେଲା ଶବ, ଦମ୍ପତି ବେଶରେ ଥିଲେ ଲୁଟେରା ଭୁବନେଶ୍ବର : ଭୁବନେଶ୍ବରରୁ କୋରାପୁଟକୁ ଭଡ଼ାରେ ନେଇ ଦମ୍ପତି ବେଶରେ ଥିବା ଜଣେ ଯୁବକ ଓ ଜଣେ ଯୁବତୀ କାର୍ ଚାଳକଙ୍କୁ ନିର୍ମମଭାବେ ହତ୍ୟା କରି କାର୍କୁ ଲୁଟି ନେଇଛନ୍ତି। ହତ୍ୟାକାଣ୍ଡ ଶିକାର ହୋଇଥିବା କାର୍ଚାଳକ ହେଲେ…