• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୧୪୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁସଂଖ୍ୟା ୧୦୩

୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨,୧୪୩ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ: ମୃତ୍ୟୁସଂଖ୍ୟା ୧୦୩

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୧୪୩ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୪୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୦୩ ମୃତ୍ୟୁ ରେକର୍ଡ କରାଯାଇଛି।…

ରାୟଗଡ଼ା – କୋରାପୁଟ ରାସ୍ତାରେ ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ
ରାୟଗଡ଼ା

ରାୟଗଡ଼ା – କୋରାପୁଟ ରାସ୍ତାରେ ନିଆଁ ଲାଗି ଜଳିଗଲା ବସ୍, ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ରାୟଗଡ଼ା: ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗି ଜଳି ଯାଇଛି ଯାତ୍ରୀବାହୀ ବସ।  ରାୟଗଡ଼ା – କୋରାପୁଟ ରାସ୍ତାର   ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି ଏହି ଘଟଣା। ନିଆଁ ଲାଗି ବସଟି ଜଳି ଯାଇଥିବା ବେଳେ ସୌଭାବଶତଃ ବର୍ତ୍ତି ଯାଇଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ନବରଙ୍ଗପୁର କୋଷାଗୁମୁଡ଼ାରୁ…

ଏମିତିବି ଆସେ ମୃତ୍ୟୁ; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍, ଜଣେ ମୃତ
ଜଗତସିଂହପୁର

ଏମିତିବି ଆସେ ମୃତ୍ୟୁ; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍, ଜଣେ ମୃତ

ଜଗତସିଂହପୁର: ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଅଞ୍ଚଳରେ। ଆଜି ସକାଳୁ ବସ ମାଡିଯିବା କାରଣରୁ ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କାକଟପୁର ଥାନା…

ଫସର ଫାଟିଲା ଡକାୟତି ଯୋଜନା: ପୁରୀରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୀ

ଫସର ଫାଟିଲା ଡକାୟତି ଯୋଜନା: ପୁରୀରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ଫେଲ୍ ମାରିଲା ଡକାୟତି ଯୋଜନା । ଚଢ଼ାଉ କରି ବାନ୍ଧିଲା ପୁରୀ ପୋଲିସ । ୭ ଜଣଙ୍କୁ ଗିରଫ କରିଛି ପୁରୀ ଠାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ନିକଟରେ ଏମାନେ ଡକାୟତି ଯୋଜନା କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ…

କାବୁ ପାଉଛି କରୋନା: ଆଜି ସଂକ୍ରମିତ କମ୍, ସୁସ୍ଥ ଅଧିକ

କାବୁ ପାଉଛି କରୋନା: ଆଜି ସଂକ୍ରମିତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ନିୟନ୍ତ୍ରଣକୁ ଆସୁଛି । ଦୈନିକ ପାଖାପାଖି ୭ ଲକ୍ଷ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୧୦-୧୫ ହଜାର ଭିତରେ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯ହଜାର ୩୦୯ ନୂଆ ସଂକ୍ରମିତ । ଏହି ସମୟରେ…

ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ: ବେପାର କରି ଟଙ୍କା କମାଅ, କିନ୍ତୁ ଭାରତୀୟ ନିୟମ କାନୁନ୍‌କୁ ମାନ

ସାମାଜିକ ଗଣମାଧ୍ୟମକୁ ସରକାରଙ୍କ ଚେତାବନୀ: ବେପାର କରି ଟଙ୍କା କମାଅ, କିନ୍ତୁ ଭାରତୀୟ ନିୟମ କାନୁନ୍‌କୁ ମାନ

ନୂଆଦିଲ୍ଲୀ: ଆଜି ସଂସଦର ପ୍ରଶ୍ନକାଳ ବେଳେ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଯଦି ସାମାଜିକ ଗଣମାଧ୍ୟମଗୁଡ଼ିକର ଅପବ୍ୟବହାରରେ ଭୁଲ୍‌ ଖବର ପ୍ରସାରଣ ଦ୍ବାରା ହିଂସାକାଣ୍ଡକୁ ଉସୁକାଯାଏ, ତେବେ ସେମାନଙ୍କ ଉପରେ କଡ଼ା…

ଗଛରେ ପିଟି ହେଲା ବୋଲେରୋ କ୍ୟାମ୍ପର, ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣାଗ୍ରସ୍ତ

ଗଛରେ ପିଟି ହେଲା ବୋଲେରୋ କ୍ୟାମ୍ପର, ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣାଗ୍ରସ୍ତ

ଲମତାପୁଟ(ଜଗତ୍‌ ଜୀବନ): ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏକ ବୋଲେରୋ କ୍ୟାମ୍ପର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଇଏ ସେହି ମୁଣ୍ଡବିହୀନ ମହିଳା: ଆସିଲା ବିବାହ ବେଳର ଫଟୋ

ଇଏ ସେହି ମୁଣ୍ଡବିହୀନ ମହିଳା: ଆସିଲା ବିବାହ ବେଳର ଫଟୋ

ଭୁବନେଶ୍ୱର: ମୁଣ୍ଡବିହୀନ ମହିଳାଙ୍କ କଟାମୁଣ୍ଡ ମିଳିଲା ପରେ ରହସ୍ୟ ଉପରୁ ଉଠିଲା ପରଦା। ତ୍ରିକୋଣୀୟ ପ୍ରେମ କାହାଣୀରୁ ବିବାଦ ଉପୁଜିଥିଲା, ଏବଂ ପ୍ରତିଶୋଧପରାୟଣ ହୋଇ ପ୍ରଥମେ ତଣ୍ଟି ଚିପି ମାରିବା ପରେ ମୁଣ୍ଡ କାଟ କରିଥିଲା ଅଭିଯୁକ୍ତ। ହତ୍ୟାକାଣ୍ଡର ୭ ଦିନ ପରେ ଅଭିଯୁକ୍ତଙ୍କୁ ଧରିଲା ପୋଲିସ୍। ପ୍ରେସମିଟରେ ହତ୍ୟା…

ଗାଁ କଲ୍ୟାଣ ସମିତି ର ନିଆରା ଉଦ୍ୟମ।

ଗାଁ କଲ୍ୟାଣ ସମିତି ର ନିଆରା ଉଦ୍ୟମ।

ବୋରିଗୁମ୍ମା ବ୍ଲକରେ ଥିବା ଦୁର୍ଗମ ଅଂଚଳ ରଣସପୁର ପଞ୍ଚାୟତ ର ଗୋଡ଼ିଆ ମୁଣ୍ଡି ଗାଁ ଠାରେ ପିତେଇଗୁଡା ଗାଁ କଲ୍ୟାଣ ସମିତିତରଫରୁ ଏକ ଜନ ସ୍ୱାସ୍ଥ୍ୟ ଗତ ସମସ୍ୟା ଚିହ୍ନଟ ଓତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ ଦେବରାଜ ଷଡଙ୍ଗୀମ୍ୟାଲେରିଆ ରୋଗ ର ଲକ୍ଷଣ…

ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ ହତ୍ୟାକାଣ୍ଡ ପଛର ପୂରା କ‌ାହାଣୀ

ଭୁବନେଶ୍ୱରରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା : ଜାଣନ୍ତୁ ହତ୍ୟାକାଣ୍ଡ ପଛର ପୂରା କ‌ାହାଣୀ

ଭୁବନେଶ୍ବର: ଶେଷରେ ସାମ୍ନାକୁ ଆସିଛି ମୁଣ୍ଡବିହୀନ ମୃତଦେହ ପଛର ରହସ୍ୟ। ପ୍ରେମସଂପର୍କ ଓ ବିବାହକୁ ନେଇ ବିବାଦ କାରଣରୁ ୨୮ ବର୍ଷୀୟ ମହିଳା ପୁଷ୍ପଲତାଙ୍କ ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଛି। କମିସନରେଟ୍ ପୁଲିସ ଆଜି ଏହି ରହସ୍ୟମୟ ଘଟଣା ଉପରୁ ପରଦା ହଟାଇଛି। ୨୮ ବର୍ଷୀୟ ମହିଳା ପୁଷ୍ପଲତାଙ୍କ…