ଆତ୍ମସମର୍ପଣ କଲେ ଦୁଇ ଦୁର୍ଦାନ୍ତ ମାଓବାଦୀ
ରାୟଗଡ଼ା: ଆଜି ରାୟଗଡ଼ା ପୁଲିସ ନିକଟରେ ଦୁଇଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍ତି।ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନ୍ର ଏରିଆ କମିଟି ଦସ୍ୟ ମଙ୍କୁ ଓୟାମ୍ ଓରଫ୍ ଜୟରାମ୍ ଏବଂ ‘କେକେବିଏନ୍ କମିଟି’ର…