• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ବାତ୍ୟାର ମୁକାବିଲା ଲାଗି ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ  ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର

ବାତ୍ୟାର ମୁକାବିଲା ଲାଗି ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ୟାସର ସମୀକ୍ଷା ବୈଠକରେ ଦୁଇଟି ବଡ଼ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ   ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ଆରମ୍ଭରେ ୮ ମିନିଟର…

ପଳାଇଯିବାକୁ ଉଦ୍ୟମ କରିବାରୁ ବେଙ୍ଗାଲୁରୁ ଦୁଷ୍କର୍ମ ଘଟଣାର ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ମାରିଲା ପୁଲିସ
ଅପରାଧ

ପଳାଇଯିବାକୁ ଉଦ୍ୟମ କରିବାରୁ ବେଙ୍ଗାଲୁରୁ ଦୁଷ୍କର୍ମ ଘଟଣାର ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ମାରିଲା ପୁଲିସ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦୁଷ୍କର୍ମ ଓ ଅମାନୁଷିକ ଅତ୍ୟାଚାର ଘଟଣାରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଖସି ଯିବାକୁ ଉଦ୍ୟମ କରୁଥିବା ୨ଜଣଙ୍କ ଗୋଡ଼ରେ ଆଜି ଗୁଳି ମାଡ଼ ହୋଇଥିବା କଥା ପୁଲିସ କହିଛି। ଉକ୍ତ ଅପରାଧ ଦୃଶ୍ୟର ପୁନଃସଂରଚନା ନିମନ୍ତେ ଭୋର୍‌ ପ୍ରାୟ ୫ଟା ବେଳେ ପୁଲିସ…

ଲକଡାଉନରେ ଯୁବକଙ୍କୁ ମାଡମାରି ଅଡୁଆରେ କଲେକ୍ଟର,ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ

ଲକଡାଉନରେ ଯୁବକଙ୍କୁ ମାଡମାରି ଅଡୁଆରେ କଲେକ୍ଟର,ଦାୟିତ୍ୱରୁ ହଟାଇଲେ ମୁଖ୍ୟମନ୍ତ୍ରୀ

ରାୟପୁର,୨୩।୫:ଛତିଶଗଡର ସୁରଜପୁର ଜିଲ୍ଲାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବା ସହ ଫୋନ୍ ଭାଙ୍ଗିବା ଘଟଣା ଜିଲାପାଳଙ୍କୁ ଭାରି ପଡିଲା । ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କଲେକ୍ଟର ରଣବୀର ଶର୍ମାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛତିଶଗଡ ସରକାର…

ଚାଉଳ ବଣ୍ଟନ କୁ ନେଇ ଯୋଗାଣ ସହାୟକ ଙ୍କୁ ଘେରିଲେ ଓ୍ବାଡ଼ ମେମ୍ବର
କୋରାପୁଟ ବୋରିଗୁମ୍ମା

ଚାଉଳ ବଣ୍ଟନ କୁ ନେଇ ଯୋଗାଣ ସହାୟକ ଙ୍କୁ ଘେରିଲେ ଓ୍ବାଡ଼ ମେମ୍ବର

ବୋରିଗୁମ୍ମା - କୋରନା ଦିତୀୟ ଲହର ଦିନକୁ ଦିନ ବଢ଼ିବାରେ ଚାଲିଥିବା ସମୟରେ । ସରକାର ୧୫ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।ଏପରି ସମୟରେ ପଞ୍ଚାୟତ ସ୍ତରରେ ଚାଉଳ ଦିଆ କୁ ନେଇ ଏବେ ଲୋକମାନେ ଭୟଭୀତ ହୋଇ ଉଠିଛନ୍ତି ଗ୍ରାମ ଗୁଡ଼ିକର ମଧ୍ୟ ଦିନକୁ ଦିନ କୋରନା…

ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍
ଭୁବନେଶ୍ୱର

ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ସଟଡାଉନ୍ ସହ ଲକଡାଉନ୍ ଜାରି ରହିଛି। ହେଲେ ମାନୁଛି କିଏ ? ବେଫିକର୍ ହୋଇ ଭିଡ଼ କରୁଛନ୍ତି ଅମାନିଆ। ଅନାବଶ୍ୟକ ଭାବେ ଚାରିଆଡ଼େ ବୁଲୁଛନ୍ତି।  କୌଣସି ପରିଚୟପତ୍ର କିମ୍ବା ଅନୁମତିପତ୍ର ନଥିବାରୁ ପୋଲିସ ହାବୁଡ଼ରେ ପଡ଼ି ତଣ୍ଡ ବି ଗଣୁଛନ୍ତି। ସଟଡାଉନ୍…