• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 
କୋରାପୁଟ ଜୟପୁର

ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ସ୍ଥିତ ଏକ ଚା’ ଦୋକାନଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ସଉରାସାହି ଅଞ୍ଚଳର କେ. ଜଗଦିଶ୍ବର ରାଓ। ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…

ପରିସ୍ରା ବାହାନାରେ ଖସି ପଳାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ପୁଲିସ ଏନକାଉଣ୍ଟରରେ ନିହତ
କଟକ

ପରିସ୍ରା ବାହାନାରେ ଖସି ପଳାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ପୁଲିସ ଏନକାଉଣ୍ଟରରେ ନିହତ

କଟକ/ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା । ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିସ୍ରା କରିବା ବାହାନାରେ…

ଜିଓ ଫୋନକୁ ଟକ୍କର ଦେବାକୁ ଅତି କମ ମୂଲ୍ୟରେ ୪ଜି ଫୋନ ଲଞ୍ଚ କଲା ନୋକିଆ, ଜାଣନ୍ତୁ ମୂଲ୍ୟ କେତେ?

ଜିଓ ଫୋନକୁ ଟକ୍କର ଦେବାକୁ ଅତି କମ ମୂଲ୍ୟରେ ୪ଜି ଫୋନ ଲଞ୍ଚ କଲା ନୋକିଆ, ଜାଣନ୍ତୁ ମୂଲ୍ୟ କେତେ?

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଜିଓଫୋନ୍ ନେକଷ୍ଟ ଲଞ୍ଚ କରାଯାଇଛି। ଫୋନର ବିକ୍ରୟ ସେପ୍ଟେମ୍ବର ୧୦ ରୁ ହେବ | କିନ୍ତୁ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ଏହା ପୂର୍ବରୁ ନୋକିଆ ଭାରତରେ ନୋକିଆ ୧୧୦ ୪ଜି ଫୋନ୍ ଲଞ୍ଚ କରି ଜିଓଫୋନ୍ ନେକଷ୍ଟ ର…

ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ୍

ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ୍

ମୁମ୍ବାଇ : ରାଜକୁନ୍ଦ୍ରା ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଇଛି ମୁମ୍ବାଇ ପୁଲିସ । କହିଲା, ଏଯାଏଁ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିନି । ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ଗିରଫ କରି ଜେଲକୁ ପଠାଯାଇଛି । ସୂଚନାନୁସାରେ , ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ନେଇ…

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ
ମାଲକାନଗିରି

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ

ଗୁଳିବିନିମୟରେ ଜଣେ ଯବାନ ସହିଦ,୨ ଜଣ ଗୁରୁତର ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନାରାୟଣପୁର ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ତେବେ ଏହି ନକ୍ସଲ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। କିନ୍ତୁ ଏହି ଗୁଳିବିନିମୟରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
କୋରାପୁଟ ଜୟପୁର

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଗତ ୩ମାସ ହେବ କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଲିଙ୍ଗରାଜ ନଗର ଅଂଚଳର ସୁଶିଳ ସୁନା(୨୨)ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।…

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ଜାଇଡସ କାଡିଲାର ୭ କୋଟି ଡୋଜ

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ଜାଇଡସ କାଡିଲାର ୭ କୋଟି ଡୋଜ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ଟିକାକରଣ ଉପରେ ସରକାରଙ୍କ ସମସ୍ତ ଧ୍ୟାନ ରହିଛି। ଏହି ଦିଗରେ ଅନେକ କାମ ଚାଲିଛି | ଆମ ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ, ସେମାନଙ୍କୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ | ମଙ୍ଗଳବାର ଦିନ…

୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ, କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ

୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ, କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି | ସାରା ବିଶ୍ୱ ଏବେ କରୋନା…

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ
କୋରାପୁଟ ବୋରିଗୁମ୍ମା

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ

ବୋରିଗୁମ୍ମା: ଜଣେ ବିବାହିତା ମହିଳାଙ୍କୁ ଅଶ୍ଲୀଳ ମେସେଜ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୁଲିସ। ଘଟଣାରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ଭେଙ୍କଟନଗର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ପ୍ରଥମେ ଫୋନ୍‌ ଓ ପରେ ଅନେକ ଅଶ୍ଲୀଳ ମେସେଜ…

ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର: ସାରା ରାଜ୍ୟରେ ଗଡ଼ିବ ବସ୍

ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର: ସାରା ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ବର: ଜୁଲାଇ ୧୬ ତାରିଖରେ ଆଂଶିକ ତାଲାବନ୍ଦର ଅବଧି ଶେଷ ହେଉଛି। ତେଣୁ ଆଜି ସାଢ଼େ ଦୁଇଟା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ କରି ଅଗଷ୍ଟ ୧ ଯାଏଁ  ଆଂଶିକ ଲକଡାଉନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।…