ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫରଣରେ ୨ ଜଣ ସାଧାରଣ ଲୋକ ଆହତ

ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫରଣରେ ୨ ଜଣ ସାଧାରଣ ଲୋକ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବସ୍ତର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶିକାର ହୋଇଛି ଏକ ଯାତ୍ରୀବାହୀ ବୋଲେରୋ। ଆଜି ସକାଳେ ଏହି ବଲେରୋଟି ବସ୍ତର ଜିଲ୍ଲାର ମାଲବାଲୀ ଥାନା ଅନ୍ତର୍ଗତ ବୋଡଲି ନିକଟରେ ଯାଉଥିବା ବେଳେ ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ବୋଲେରୋର ଗୋଟିଏ ପାଖ ସଂପୂର୍ଣ୍ଣ…