ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ
ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ। ଏହା ପରେ ପରେ କାବୁଲ ଏୟାରସ୍ପେସ ବନ୍ଦ ହେବାରୁ ସବୁ ଦେଶ କାବୁଲକୁ ବିମାନ ଉଡ଼ାଣ ରଦ୍ଦ କରିଥିଲେ। ଏବେ ଆଫଗାନିସ୍ତାନରେ ତାଲିବାନ ସରକାର ଗଢ଼ିବା ପରେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବିଭିନ୍ନ…