ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ ରାସ୍ତାରେ ହତ୍ୟା।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି।ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋହୁ ଦିନରୁ ଚାଲିଥିଲା ବିବାଦ।ହେଲେ ଆଜି ଉଗ୍ର ରୂପ ନେଇ ଶେଷରେ ଦୁଇ ଭାଇ ଅନ୍ୟ ଜଣକୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୁଜାଲି ରେ ଆକ୍ରମଣ କରି ମାରିଥିଲେ।ଦଶରଥ ହରିଜନ ଏବଂ ଚୈତନ ହରିଜନଙ୍କ ମଧ୍ୟରେ ଜମି ବିବାଦ ଲାଗି ରହିଥିଲା।ଆଜି ସକାଳେ ଶଶାହାଣ୍ଡି ଗ୍ରମୋରେ ଦଶରଥ ହରିଜନ ଠିଆ ହୋଇଥିବା ସମୟରେ ପୁର୍ବରୁ ପ୍ରସ୍ତୁତ ହୋଇ ଚୈତନ ହରିଜନ ଏବଂ ତାଙ୍କ ଭାଇ ଲକ୍ଷଣ ହରିଜନ ହଠାତ ଗାଳି ଗୁଲଜ କରି ଦଶରଥଙ୍କୁ ଆକ୍ରମଣ କରିଥିଲେ।ଫଳରେ ଦଶରଥ ଘଟଣାସ୍ଥଳରେ ମୃତ୍ୟ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀ ଚୈତନ ହରିଜନ କ୍ଷତ ବିକ୍ଷୋତ ହୋଇ ପଡ଼ିଥିଲେ ପରେ ଚୈତନ ହରିଜନ ଙ୍କୁ ଆମ୍ବୁଲାନ୍ସ ଯୋଗେ ବୋରିଗୁମ୍ମା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି।ଘଟଣାସ୍ଥଳରୁ ଲକ୍ଷଣ ହରିଜନ ଫେରାର ହୋଇଯାଇଥିଲା କୋଟପାଡ଼ ଏବଂ ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛି।ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି।

 70 

କୋରାପୁଟ ଜିଲ୍ଲା ବୋରିଗୁମ୍ମା