ପଳାଇଯିବାକୁ ଉଦ୍ୟମ କରିବାରୁ ବେଙ୍ଗାଲୁରୁ ଦୁଷ୍କର୍ମ ଘଟଣାର ଦୁଇ ଅଭିଯୁକ୍ତଙ୍କ ଗୋଡ଼ରେ ଗୁଳି ମାରିଲା ପୁଲିସ
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦୁଷ୍କର୍ମ ଓ ଅମାନୁଷିକ ଅତ୍ୟାଚାର ଘଟଣାରେ ଗିରଫ ହୋଇଥିବା ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଖସି ଯିବାକୁ ଉଦ୍ୟମ କରୁଥିବା ୨ଜଣଙ୍କ ଗୋଡ଼ରେ ଆଜି ଗୁଳି ମାଡ଼ ହୋଇଥିବା କଥା ପୁଲିସ କହିଛି। ଉକ୍ତ ଅପରାଧ ଦୃଶ୍ୟର ପୁନଃସଂରଚନା ନିମନ୍ତେ ଭୋର୍ ପ୍ରାୟ ୫ଟା ବେଳେ ପୁଲିସ…