• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 
କୋରାପୁଟ ଜୟପୁର

ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ସ୍ଥିତ ଏକ ଚା’ ଦୋକାନଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ସଉରାସାହି ଅଞ୍ଚଳର କେ. ଜଗଦିଶ୍ବର ରାଓ। ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…

ପରିସ୍ରା ବାହାନାରେ ଖସି ପଳାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ପୁଲିସ ଏନକାଉଣ୍ଟରରେ ନିହତ
କଟକ

ପରିସ୍ରା ବାହାନାରେ ଖସି ପଳାଉଥିଲା ଗ୍ୟାଙ୍ଗଷ୍ଟର ହାଇଦର, ପୁଲିସ ଏନକାଉଣ୍ଟରରେ ନିହତ

କଟକ/ବାଲେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା । ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିସ୍ରା କରିବା ବାହାନାରେ…

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ
ମାଲକାନଗିରି

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ

ଗୁଳିବିନିମୟରେ ଜଣେ ଯବାନ ସହିଦ,୨ ଜଣ ଗୁରୁତର ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନାରାୟଣପୁର ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ତେବେ ଏହି ନକ୍ସଲ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। କିନ୍ତୁ ଏହି ଗୁଳିବିନିମୟରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
କୋରାପୁଟ ଜୟପୁର

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଗତ ୩ମାସ ହେବ କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଲିଙ୍ଗରାଜ ନଗର ଅଂଚଳର ସୁଶିଳ ସୁନା(୨୨)ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।…

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ
କୋରାପୁଟ ବୋରିଗୁମ୍ମା

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ

ବୋରିଗୁମ୍ମା: ଜଣେ ବିବାହିତା ମହିଳାଙ୍କୁ ଅଶ୍ଲୀଳ ମେସେଜ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୁଲିସ। ଘଟଣାରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ଭେଙ୍କଟନଗର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ପ୍ରଥମେ ଫୋନ୍‌ ଓ ପରେ ଅନେକ ଅଶ୍ଲୀଳ ମେସେଜ…

କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ
କୋରାପୁଟ ଜୟପୁର

କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ପୁଲିସକୁ ପୁଣି ଗଂଜେଇ ଧରପଗଡ଼ରେ ମିଳିଛି ସଫଳତା। ଆଜି ଗୋଟିଏ ଅଦା ବୋଝେଇ ଟ୍ରକରେ ଗୋଟିଏ ଟନ୍ ଗଂଜେଇ ଚାଳାଣ ବେଳେ ସଦରଥାନା ପୁଲିସ ହାତରେ ଟ୍ରକଟି ଧରା ପଡ଼ିଥିଲା। ପୁଲିସ ପାଇଥିବା ବିଶ୍ବସ୍ତ ସୂଚନା ଆଧାରବଳରେ ଟ୍ରକଟିକୁ ଅଟକାଯାଇ ଯାଂଚ…

କୋରାପୁଟ ସାଂସଦଙ୍କୁ ବୋରିଗୁମ୍ମା ରେ ଭବ୍ୟ ସମ୍ବର୍ଦ୍ଧନା : ବିନା ସୂଚନାରେ ସାଂସଦ ଆସୁଛନ୍ତି , ବିଧାୟକ ତାରା
ବୋରିଗୁମ୍ମା

କୋରାପୁଟ ସାଂସଦଙ୍କୁ ବୋରିଗୁମ୍ମା ରେ ଭବ୍ୟ ସମ୍ବର୍ଦ୍ଧନା : ବିନା ସୂଚନାରେ ସାଂସଦ ଆସୁଛନ୍ତି , ବିଧାୟକ ତାରା

ଛତିଶଗଡ଼ ରାଜ୍ୟର ନୂତନ କଂଗ୍ରେସ ପ୍ରଭାରୀ ଭାବେ କୋରାପୁଟ ସାଂସଦ ସପ୍ତଗିରୀ ଉଲାକା ଙ୍କୁ ସୋନିଆ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି। ଏଥିସହ ସାଂସଦ ଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ଆଜି ବୋରିଗୁମ୍ମା ସ୍ଥିତ ଦୋରା କମ୍ପ୍ଲେକ୍ସ ରେ କଂଗ୍ରେସ କର୍ମୀମାନେ ସାଂସଦ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା…

ଭାଇରାଲ ଭିଡିଓ ନେଲା ଯୁବକ ଜୀବନ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
କୋରାପୁଟ ବୋରିଗୁମ୍ମା

ଭାଇରାଲ ଭିଡିଓ ନେଲା ଯୁବକ ଜୀବନ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ବୋରିଗୁମ୍ମା, ୨୮।୬-ଭାଇରାଲ ଭିଡିଓକୁ ନେଇ ଆଜି  ବୋରିଗୁମ୍ମା ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଜଣେ ଯୁବକଙ୍କ ଜୀବନ ଯାଇଛି। ଘଟଣାରୁ ପ୍ରକାଶ ଯେ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମୁଖରେ ଥିବା ଏକ କୁକୁଡ଼ା ଦୋକାନରୁ  ଗତ ୨୫ତାରିଖ ଦିନ ରାତି କୁକୁଡ଼ା ଚୋରି କରିବା ସମୟ ରେ ଧରାପଡି …

ଚାଉଳ ବଣ୍ଟନ କୁ ନେଇ ଯୋଗାଣ ସହାୟକ ଙ୍କୁ ଘେରିଲେ ଓ୍ବାଡ଼ ମେମ୍ବର
କୋରାପୁଟ ବୋରିଗୁମ୍ମା

ଚାଉଳ ବଣ୍ଟନ କୁ ନେଇ ଯୋଗାଣ ସହାୟକ ଙ୍କୁ ଘେରିଲେ ଓ୍ବାଡ଼ ମେମ୍ବର

ବୋରିଗୁମ୍ମା - କୋରନା ଦିତୀୟ ଲହର ଦିନକୁ ଦିନ ବଢ଼ିବାରେ ଚାଲିଥିବା ସମୟରେ । ସରକାର ୧୫ ଦିନିଆ ଲକଡାଉନ ଘୋଷଣା କରିଛନ୍ତି।ଏପରି ସମୟରେ ପଞ୍ଚାୟତ ସ୍ତରରେ ଚାଉଳ ଦିଆ କୁ ନେଇ ଏବେ ଲୋକମାନେ ଭୟଭୀତ ହୋଇ ଉଠିଛନ୍ତି ଗ୍ରାମ ଗୁଡ଼ିକର ମଧ୍ୟ ଦିନକୁ ଦିନ କୋରନା…

ପାଣି ପଞ୍ଚାୟତ ନିର୍ବାଚନ ଶେଷ
କୋରାପୁଟ ବୋରିଗୁମ୍ମା

ପାଣି ପଞ୍ଚାୟତ ନିର୍ବାଚନ ଶେଷ

ବୋରିଗୁମ୍ମା-ବୋରିଗୁମ୍ମା ବ୍ଲକ ସଦର ସ୍ଥିତ ଓଡିଶା ଜଳ ସମ୍ପଦ ବିଭାଗ ଅଧିନ ରେ ରହିଥିବା ପାଣିପାଞ୍ଚାୟତ ର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଶଶାହାଣ୍ଡି ପଞ୍ଚାୟତ ଅଧିନର ଶିଦ୍ଦେଶ୍ବର ପାଣି ପଞ୍ଚାୟତ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ କୁ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର…