ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ
ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ସ୍ଥିତ ଏକ ଚା’ ଦୋକାନଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ସଉରାସାହି ଅଞ୍ଚଳର କେ. ଜଗଦିଶ୍ବର ରାଓ। ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…