• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 
କୋରାପୁଟ ଜୟପୁର

ପର ହୋଇଗଲା ବୁଢା ବାପା: ହତ୍ୟା ପରେ ମୃତଦେହକୁ ନେଲେନାହିଁ ପରିବାର ଲୋକ 

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ଇକ୍ଷ୍ମୀପଣ୍ଡା ଛକ ସ୍ଥିତ ଏକ ଚା’ ଦୋକାନଠାରେ ଜଣେ ବ୍ୟକ୍ତିଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସ୍ଥାନୀୟ ସଉରାସାହି ଅଞ୍ଚଳର କେ. ଜଗଦିଶ୍ବର ରାଓ। ଖବର ପାଇ ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
କୋରାପୁଟ ଜୟପୁର

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଗତ ୩ମାସ ହେବ କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଲିଙ୍ଗରାଜ ନଗର ଅଂଚଳର ସୁଶିଳ ସୁନା(୨୨)ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।…

କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ
କୋରାପୁଟ ଜୟପୁର

କୋରାପୁଟରୁ ପଂଜାବ ଯାଉଥିଲା ଅଦା ବୋଝେଇ ଟ୍ରକ, ଜବତ ହେଲା ୧ ଟନ୍ ଗଂଜେଇ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ପୁଲିସକୁ ପୁଣି ଗଂଜେଇ ଧରପଗଡ଼ରେ ମିଳିଛି ସଫଳତା। ଆଜି ଗୋଟିଏ ଅଦା ବୋଝେଇ ଟ୍ରକରେ ଗୋଟିଏ ଟନ୍ ଗଂଜେଇ ଚାଳାଣ ବେଳେ ସଦରଥାନା ପୁଲିସ ହାତରେ ଟ୍ରକଟି ଧରା ପଡ଼ିଥିଲା। ପୁଲିସ ପାଇଥିବା ବିଶ୍ବସ୍ତ ସୂଚନା ଆଧାରବଳରେ ଟ୍ରକଟିକୁ ଅଟକାଯାଇ ଯାଂଚ…

ଜୟପୁରରେ ସେକ୍ସ କାରବାର! ସୋସିଆଲ୍ ମିଡିଆ ମାଧ୍ୟମରେ ଚାଳିଛି ବେପାର
ଜୟପୁର

ଜୟପୁରରେ ସେକ୍ସ କାରବାର! ସୋସିଆଲ୍ ମିଡିଆ ମାଧ୍ୟମରେ ଚାଳିଛି ବେପାର

ଭୁବନେଶ୍ବର, କଲିକତା, ବିଶାଖାପାଟଣା, ବିଜୟନଗରମ ଓ ହାଇଦ୍ରାବାଦକୁ ବି ଚେର ଲମ୍ବିଛି; ରାତି ବଦଳରେ ଦିନରେ ଚାଳିଛି ଜୟପୁର: ସେକ୍ସ କାରବାର ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରମୁଖ ଜୟପୁର ସହରରେ ଚାଳିଛି। କିଛି ନାମୀ ଦାମୀ ଲଜ୍, ହୋଟେଲ ସହ କିଛି ଗଳି ଓ ସାହିରେ ଘରେ ବି…

କେନାଲରୁ ଉଦ୍ଧାର କରାଗଲା କାର : ଶବ ବ୍ୟବଛେଦ ପରେ ଗଦାଙ୍କ ମରଶରୀର ପରିବାରବର୍ଗକୁ ହସ୍ତାନ୍ତର
କୋରାପୁଟ ଜୟପୁର ଜିଲ୍ଲା

କେନାଲରୁ ଉଦ୍ଧାର କରାଗଲା କାର : ଶବ ବ୍ୟବଛେଦ ପରେ ଗଦାଙ୍କ ମରଶରୀର ପରିବାରବର୍ଗକୁ ହସ୍ତାନ୍ତର

ଜୟପୁର : ଗତ କାଲି ଅପରାହ୍ନ ସାଢ଼େ ୪ଟା ବେଳେ ଦ୍ରୁତ ଗତିରେ ଆସୁଥିବା କାର ଲକ୍ଷ୍ମୀନଗର ନିକଟରେ କେନାଲର ୪୦ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଭାଗ୍ୟବଶତଃ ବଂଚି ଯାଇଥିଲେ। ଖସି ପଡ଼ିଥିବା କାରଟିକୁ ଆଜି ଅଗ୍ନିଶମ ବିଭାଗ,…