• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
କୋଟପାଡ଼ରେ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି
କୋରାପୁଟ ଜିଲ୍ଲା

କୋଟପାଡ଼ରେ ପିକ୍‌-ଅପ୍‌ ଭ୍ୟାନ୍‌ ଓଲଟିବା ଘଟଣା: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି

କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ରବିବାର ରାତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲୋଖାଏଁ ଅନୁକମ୍ପାମୂଳକ ରାଶି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏହି ଅନୁକମ୍ପାମୂଳକ ରାଶିକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନ୍ୟାସନାଲ…

କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।
କୋରାପୁଟ

କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।

କୋରାପୁଟ ଜିଲ୍ଲା : କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।ଏହା ସହ ମଦ ପ୍ରସ୍ତୁତି ପାଇଁ ଥିବା ବିଭିନ୍ନ ସାମଗ୍ରୀ ସହ ମଦ ବୋତଲ, ହୋଲୋଗ୍ରାମ,ଠିପି ମଧ୍ୟ ଜବତ କରିଛି ଅବକାରୀ ବିଭାଗ।ଏଠାରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ…

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ
କୋରାପୁଟ ଜିଲ୍ଲା ବୈପାରିଗୁଡା

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପଡା ପଞ୍ଚାୟତ ଅଧିନସ୍ଥ ଦୋରାଗୁଡ଼ା ଠାରେ ଥିବା ବ୍ରିଜ ଠାରେ ଏକ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇ ଥିବା ଜଣାପଡ଼ିଛି ।ମୃତ ମହିଳା ଜଣଙ୍କ ହେଲେ ବାଣୁଆଗୁଡା ଗ୍ରାମର ପଦ୍ମା ମୁଦୁଲି (୬୫) ବୋଲି ଜଣାପଡ଼ିଛି ।ପଦ୍ମା ନିଜ…

କେନାଲରୁ ଉଦ୍ଧାର କରାଗଲା କାର : ଶବ ବ୍ୟବଛେଦ ପରେ ଗଦାଙ୍କ ମରଶରୀର ପରିବାରବର୍ଗକୁ ହସ୍ତାନ୍ତର
କୋରାପୁଟ ଜୟପୁର ଜିଲ୍ଲା

କେନାଲରୁ ଉଦ୍ଧାର କରାଗଲା କାର : ଶବ ବ୍ୟବଛେଦ ପରେ ଗଦାଙ୍କ ମରଶରୀର ପରିବାରବର୍ଗକୁ ହସ୍ତାନ୍ତର

ଜୟପୁର : ଗତ କାଲି ଅପରାହ୍ନ ସାଢ଼େ ୪ଟା ବେଳେ ଦ୍ରୁତ ଗତିରେ ଆସୁଥିବା କାର ଲକ୍ଷ୍ମୀନଗର ନିକଟରେ କେନାଲର ୪୦ଫୁଟ ତଳକୁ ଖସି ପଡ଼ିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଭାଗ୍ୟବଶତଃ ବଂଚି ଯାଇଥିଲେ। ଖସି ପଡ଼ିଥିବା କାରଟିକୁ ଆଜି ଅଗ୍ନିଶମ ବିଭାଗ,…

ଖୋଲିଲା ଏସ ବି ଆଇ ବ୍ୟାଙ୍କ ର ପେ ପଏଣ୍ଟ ଶାଖା
କୋରାପୁଟ ଜିଲ୍ଲା ବୋରିଗୁମ୍ମା

ଖୋଲିଲା ଏସ ବି ଆଇ ବ୍ୟାଙ୍କ ର ପେ ପଏଣ୍ଟ ଶାଖା

ବୋରିଗୁମ୍ମା (ସ.ବ୍ୟୁ)--- ବୋରିଗୁମ୍ମା ସହର ରେ ଏସ ବି ଆଇ ବ୍ୟାଙ୍କ ର ପେ ପଏଣ୍ଟ ଶାଖା ର ଶୁଭାରମ୍ଭ ହୋଇଯାଇଛି।ଉକ୍ତ ପେ ପଏଣ୍ଟ ଶାଖା କୁ ସ୍ଥାନୀୟ ବିଡିଓ ପ୍ରଣୟ ରଞ୍ଜନ ବେହେରା ଉଦଘାଟନ କରିଥିଲେ। ଉକ୍ତ ଶାଖା ରେ ଯେକୌଣସି ବ୍ୟାଙ୍କ ର ଗ୍ରାହକ ମାନେ…

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ ରାସ୍ତାରେ ହତ୍ୟା।
କୋରାପୁଟ ଜିଲ୍ଲା ବୋରିଗୁମ୍ମା

ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଚ ରାସ୍ତାରେ ହତ୍ୟା।

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି।ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବୋହୁ ଦିନରୁ ଚାଲିଥିଲା ବିବାଦ।ହେଲେ ଆଜି ଉଗ୍ର ରୂପ ନେଇ ଶେଷରେ ଦୁଇ ଭାଇ ଅନ୍ୟ ଜଣକୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଭୁଜାଲି ରେ ଆକ୍ରମଣ…

ବାଇକ ଲିଫ୍ଟ ବାହାନା ଦେଖାଇ ଟଙ୍କା ଲୁଟି ଥିବା ଲୁଟେରା ଗିରଫ।
ଅପରାଧ କୋରାପୁଟ ବୋରିଗୁମ୍ମା

ବାଇକ ଲିଫ୍ଟ ବାହାନା ଦେଖାଇ ଟଙ୍କା ଲୁଟି ଥିବା ଲୁଟେରା ଗିରଫ।

ବାଇକ ରେ ଲିଫ୍ଟ ଦେଇ ଅଧା ରାସ୍ତା ରେ ହିତାଧିକାରୀ ଙ୍କ ଠାରୁ ଟଙ୍କା ବେଗ ଝାମ୍ପି ନେଇ ଚମ୍ପଟ ମାରିଥିଲା ଲୁଟେରା ବାଇକ ଚାଳକ।ଗତ ୨୮ ତାରିଖ ଦିନ ଏଭଳି କିଛି ଘଟଣା ଘଟିଥିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହର୍ଦଲି ରାସ୍ତାରେ। ଘଟଣା ସମ୍ପର୍କ ରେ ୨୯ତାରିଖ…

୫୬୮ କିଲୋ ଗଂଜେଇ ଜବତ, ଡ୍ରାଇଭର ଫେରାର।
କୋରାପୁଟ

୫୬୮ କିଲୋ ଗଂଜେଇ ଜବତ, ଡ୍ରାଇଭର ଫେରାର।

ବୈପାରିଗୁଡା ପୋଲିସ ଦ୍ବାରା ଏକ କାରରୁ ୫୬୮ କିଲୋ ଗଂଜେଇ ଜବତ କରାଯାଇଛି।ପୋଲିସ୍ ପେଟ୍ରୋଲିଂ ବେଳେ ବୈପାରିଗୁଡା ଜୟପୁର ରାସ୍ତାର ନୂଆଗୁଡା ଛକ ଠାରେ ଏକ ମହେନ୍ଦ୍ରା ବୋଲେର ପିକଅପ କୁ ସର୍ଛ କରିବା ସହ ୫୬୮ କିଲୋ ଗଂଜେଇ ଜବତ କରିଛନ୍ତି।ଜବତ ଧଳା ରଙ୍ଗର ମହେନ୍ଦ୍ରା ବୋଲେର…

ମେଗା ପ୍ରକଳ୍ପ ବୁଲି ଦେଖିଲେ ମନ୍ତ୍ରୀ ପଦ୍ମିନୀ ଦିଆନ।
କୋରାପୁଟ ବୋରିଗୁମ୍ମା

ମେଗା ପ୍ରକଳ୍ପ ବୁଲି ଦେଖିଲେ ମନ୍ତ୍ରୀ ପଦ୍ମିନୀ ଦିଆନ।

ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମରା ପଞ୍ଚାୟତ ଭାଟିଗାଁ ଠାରେ ବ୍ଲକ ପ୍ରଶାସନ ତରଫରୁ 17 ଏକର ଜମିରେ ନିର୍ମାଣ ହୋଇଥିବା ମେଗା ପ୍ରକଳ୍ପ କୁ ବୁଲି ଦେଖିଥିଲେ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ।ବୋରିଗୁମ୍ମା ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ମେଗା ପ୍ରକଳ୍ପରେ ବିଭିନ୍ନ ପ୍ରକାର ଗଛ…