• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ଆଉ ନାହାନ୍ତି ବର୍ଷୀୟାନ ବଲିଉଡ୍ ଅଭିନେତା ଦିଲୀପ କୁମାର, ୯୮ ବର୍ଷ ବୟସରେ ସରିଗଲା ଜୀବନ ଯାତ୍ରା
ଦେଶ ବିଦେଶ

ଆଉ ନାହାନ୍ତି ବର୍ଷୀୟାନ ବଲିଉଡ୍ ଅଭିନେତା ଦିଲୀପ କୁମାର, ୯୮ ବର୍ଷ ବୟସରେ ସରିଗଲା ଜୀବନ ଯାତ୍ରା

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ବଲିଉଡ୍‌ କଳାକାର ଦିଲୀପ କୁମା‌ର। ସେ ଆଜି(ବୁଧବାର) ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ପୂର୍ବରୁ ତାଙ୍କ ଶ୍ବାସକ୍ରିୟାରେ ସମସ୍ୟା ଉପୁଜିବା ହେତୁ ଜୁନ୍‌ ୨୯ ତାରିଖରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।…

୧୫ ବର୍ଷର ବୈବାହିକ ଜୀବନ ପରେ ବିବାହ-ବିଚ୍ଛେଦ ଘୋଷଣା କଲେ ଆମିର୍‌ ଖାଁ ଓ କିରଣ ରାଓ
ଦେଶ ବିଦେଶ

୧୫ ବର୍ଷର ବୈବାହିକ ଜୀବନ ପରେ ବିବାହ-ବିଚ୍ଛେଦ ଘୋଷଣା କଲେ ଆମିର୍‌ ଖାଁ ଓ କିରଣ ରାଓ

ମୁମ୍ବାଇ: ୧୫ ବର୍ଷର ବୈବାହିକ ଜୀବନ ବିତାଇବା ପରେ ବିବାହ-ବିଚ୍ଛେଦ ଘୋଷଣା କରିବା ଲାଗି ଆଜି ଆମିର୍‌ ଖାଁ ଏବଂ କିରଣ ରାଓ ଏକ ମିଳିତ ବିବୃତି ଜାରି କରିଛନ୍ତି। ସେ ବିବୃତିରେ ଉଲ୍ଲେଖ ଅଛି, ଏଇ ସୁନ୍ଦର ୧୫ ବର୍ଷରେ ଆମେ ସାରା ଜୀବନର ଅଙ୍ଗେନିଭା ଅନୁଭୂତି,…

ସାମାନ୍ୟ ୩ଟି ଅଣ୍ଡା ପାଇଁ . . ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା
ଦେଶ ବିଦେଶ

ସାମାନ୍ୟ ୩ଟି ଅଣ୍ଡା ପାଇଁ . . ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା

ମୁମ୍ବାଇ : ସାମାନ୍ୟ ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି।  ଝଗଡ଼ା ତ ଝଗଡ଼ା, ଏତେ ଭୟଙ୍କର ଝଗଡ଼ା ଯେ ମାମଲା କୋର୍ଟକଚେରୀ ଯାଏ ପହଞ୍ଚି ଯାଇଛି । ୩ଟି ଅଣ୍ଡାକୁ ନେଇ ଉଭୟଙ୍କ ମଧ୍ୟରେ  ଭାଗ ନଛିଡ଼ିବାରୁ ଥାନାରେ ପହଞ୍ଚିଗଲେ ଦମ୍ପତି ।…

୫୮ ବର୍ଷ ବୟସରେ ଅଭିନେତା ରାଜୀବ କପୁରଙ୍କ ପରଲୋକ
ଦେଶ ବିଦେଶ

୫୮ ବର୍ଷ ବୟସରେ ଅଭିନେତା ରାଜୀବ କପୁରଙ୍କ ପରଲୋକ

ମୁମ୍ବାଇ: ପରଲୋକରେ ବଲିଉଡର ବରିଷ୍ଠ ଅଭିନେତା ରାଜୀବ କପୁର। ୫୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୀବ। ଗତ କିଛି ଦିନ ଧରି ଅସୁସ୍ଥ ଥିଲେ ଅଭିନେତା। ବଲିଉଡ଼୍ ସିନେମାର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ସାନ ପୁଅ  ତଥା ଲୋକପ୍ରିୟ ଅଭିନେତା ଋଷି…

ବଜେଟ୍ : ଯାନବାହାନ ବଦଳ ନୀତି ଘୋଷଣା କଲେ ଅର୍ଥମନ୍ତ୍ରୀ, ବଦଳିବ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ି
ଦେଶ ବିଦେଶ

ବଜେଟ୍ : ଯାନବାହାନ ବଦଳ ନୀତି ଘୋଷଣା କଲେ ଅର୍ଥମନ୍ତ୍ରୀ, ବଦଳିବ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡ଼ି

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସ୍ବେଚ୍ଛାକୃତ ଯାନବାହାନ ବଦଳ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୀତି ଅନୁସାରେ ୧୫ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟବସାୟିକ ଯାନ ଓ ୨୦ ବର୍ଷରୁ ଅଧିକ ବର୍ଷ ପୁରୁଣା ବ୍ୟକ୍ତିଗତ ଯାନକୁ ବଦଳାଯାଇପାରିବ ।…

ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାପୁର ଯାଉଥିବା ଚାରିଟି କାର୍‌ ଦୁର୍ଘଟଣାଗ୍ରସ୍ତ
ଦେଶ ବିଦେଶ

ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାପୁର ଯାଉଥିବା ଚାରିଟି କାର୍‌ ଦୁର୍ଘଟଣାଗ୍ରସ୍ତ

ସେୟାର ନୂଆଦିଲ୍ଲୀ: ଗୁରୁବାର ଦିନ ଉତ୍ତର ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯାତ୍ରା କରୁଥିବା ପ୍ରାୟ ୪ଟି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କ ସହ ଯାଉଥିବା କାର୍‌ଗୁଡ଼ିକ ମଧ୍ୟରୁ ଏହି ଚାରିଟି କାର୍‌ ପରସ୍ପର ସହ ଧକ୍କା ଖାଇଥିଲେ। ଉତ୍ତର ପ୍ରଦେଶର ହାପୁର ରୋଡ୍‌ରେ…

କାଲିମେଳା : ଦୁଷ୍କର୍ମ ମାମଲାରେ ବିଜେପି ନେତା ଗିରଫ
ଅପରାଧ ଦେଶ ବିଦେଶ

କାଲିମେଳା : ଦୁଷ୍କର୍ମ ମାମଲାରେ ବିଜେପି ନେତା ଗିରଫ

କାଲିମେଳା : ଏକ ଦୁଷ୍କର୍ମ ମାମଲାରେ ଜଣେ ବିଜେପି ନେତାକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣା ପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଦୁତ ପ୍ରସାଦ ଦୁର୍ଗା ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ…

‌ ନୂଆ ପ୍ରାଇଭେସି ପଲିସିକୁ ‌ପ୍ରତ୍ୟାହାର କରିବା ପାଇଁ ହ୍ବାଟସଆପ ସିଇଓଙ୍କୁ ଚିଠି ଲେଖିଲେ ଭାରତ ସରକାର
ଦେଶ ବିଦେଶ

‌ ନୂଆ ପ୍ରାଇଭେସି ପଲିସିକୁ ‌ପ୍ରତ୍ୟାହାର କରିବା ପାଇଁ ହ୍ବାଟସଆପ ସିଇଓଙ୍କୁ ଚିଠି ଲେଖିଲେ ଭାରତ ସରକାର

ନୂଆଦିଲ୍ଲୀ: ବିବାଦ ମଧ୍ୟରେ ଭାରତର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ହ୍ବାଟସଆପ ଆପ୍ ସିଇଓ ୱିଲ୍ କ୍ୟାଥକାର୍ଟଙ୍କୁ ନୂଆ ପ୍ରାଇଭେସି ପଲିସିକୁ ‌ପ୍ରତ୍ୟାହାର କରିବାକୁ କହିଛନ୍ତି। ପ୍ରଥମେ ଫେବ୍ରୁଆରି ୮ମଧ୍ୟରେ ନୂଆ ପ୍ରାଇଭେସି ପଲିସିକୁ ‌ଗ୍ରହଣ କରିବାର ଶେଷ ତାରିଖ ଥିବା ବେଳେ ବିବାଦ ଦେଖାଦେବାରୁ କମ୍ପାନି ଏହାକୁ…