• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ତେଲ ପାଇଁ ୬ଘଣ୍ଟିଆ ଓଡ଼ିଶା ବନ୍ଦ
ଭୁବନେଶ୍ୱର

ତେଲ ପାଇଁ ୬ଘଣ୍ଟିଆ ଓଡ଼ିଶା ବନ୍ଦ

ସାରାରାଜ୍ୟରେ ଶାନ୍ତିପୂର୍ଣ୍ଣ, ୪ ବାମଦଳର ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ ଭୁବନେଶ୍ବର : ପେଟ୍ରୋଲ, ଡିଜେଲ୍‌, ରନ୍ଧନ ଗ୍ୟାସ୍‌ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଗୁରୁବାର ବାମଦଳଗୁଡ଼ିକ ପକ୍ଷରୁ ଡକାଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ତୁରନ୍ତ ଦରବୃଦ୍ଧି…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୬୮ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ 
ଭୁବନେଶ୍ୱର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୬୮ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ 

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୬୮ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୩୦କୁ ବୃଦ୍ଧି ପାଇଛି। https://twitter.com/HFWOdisha/status/1414794840617807873?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1414794840617807873%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fsambad.in%2Fstate%2F68-deaths-due-to-covid-in-state-688092%2F କରୋନାରେ ପ୍ରାଣ…

୮ ରାଜ୍ୟରେ ନୂଆ ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ?
ରାଜ୍ୟ

୮ ରାଜ୍ୟରେ ନୂଆ ରାଜ୍ୟପାଳ, ଜାଣନ୍ତୁ କେଉଁଠି କିଏ?

ନୂଆଦିଲ୍ଲୀ: ବଦଳିଲେ ୮ ରାଜ୍ୟର ରାଜ୍ୟପାଳ । ଏ ନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ୮ ରାଜ୍ୟର ରାଜ୍ୟପାଳ ବଦଳିଛନ୍ତି ।  ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତିୁ ରାଷ୍ଟ୍ରପତି ।…

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୪୮୭ ଜଣ କରୋନା ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ ୪୨୨
ରାଜ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୪୮୭ ଜଣ କରୋନା ପଜିଟିଭ ଚିହ୍ନଟ, କଟକରୁ ସର୍ବାଧିକ ୪୨୨

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୪୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୪୨୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୫୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୪୨୨ ଜଣ ଆକ୍ରାନ୍ତ ଥିବା…

ଜୁଲାଇ ୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକଡାଉନ, ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ କଟକଣା
ଭୁବନେଶ୍ୱର ରାଜ୍ୟ

ଜୁଲାଇ ୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକଡାଉନ, ଉପକୂଳବର୍ତ୍ତୀ ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ କଟକଣା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଆଶାନୁରୂପ ଭାବେ କମୁନଥିବାରୁ ରାଜ୍ୟ ସରକାର ଆଜି ଆଂଶିକ ଲକଡାଉନକୁ ଆସନ୍ତା ଜୁଲାଇ ୧୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି। ସଂକ୍ରମଣ ହାର ଅନୁସାରେ ରାଜ୍ୟର ଜିଲ୍ଲାଗୁଡ଼ିକୁ ଦୁଇଟି ଭାଗରେ…

ବାତ୍ୟାର ମୁକାବିଲା ଲାଗି ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ  ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର

ବାତ୍ୟାର ମୁକାବିଲା ଲାଗି ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ୟାସର ସମୀକ୍ଷା ବୈଠକରେ ଦୁଇଟି ବଡ଼ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ବାରମ୍ବାର ବାତ୍ୟା ଦ୍ୱାରା ପ୍ରଭାବିତ ହେଉଥିବାରୁ ଏକ ଦୀର୍ଘ ମିଆଦି ବ୍ୟବସ୍ଥା ପାଇଁ ସହାୟତା କରିବାକୁ   ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ଆରମ୍ଭରେ ୮ ମିନିଟର…

ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍
ଭୁବନେଶ୍ୱର

ଆଉ ଚଳିବନି ଆଇକାର୍ଡ ଦେଖାଇ ଖସିଯିବାର ଚାଲ୍

ଭୁବନେଶ୍ୱର: ସଂକ୍ରମଣରେ ବ୍ରେକ୍ ଦେବା ପାଇଁ ସଟଡାଉନ୍ ସହ ଲକଡାଉନ୍ ଜାରି ରହିଛି। ହେଲେ ମାନୁଛି କିଏ ? ବେଫିକର୍ ହୋଇ ଭିଡ଼ କରୁଛନ୍ତି ଅମାନିଆ। ଅନାବଶ୍ୟକ ଭାବେ ଚାରିଆଡ଼େ ବୁଲୁଛନ୍ତି।  କୌଣସି ପରିଚୟପତ୍ର କିମ୍ବା ଅନୁମତିପତ୍ର ନଥିବାରୁ ପୋଲିସ ହାବୁଡ଼ରେ ପଡ଼ି ତଣ୍ଡ ବି ଗଣୁଛନ୍ତି। ସଟଡାଉନ୍…

ଭୟଙ୍କର ହେଉଛି କରୋନା ସ୍ଥିତି, ଆଜି ଚିହ୍ନଟ ହେଲେ ୧୭୦
ଭୁବନେଶ୍ୱର

ଭୟଙ୍କର ହେଉଛି କରୋନା ସ୍ଥିତି, ଆଜି ଚିହ୍ନଟ ହେଲେ ୧୭୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ…

ସୁପ୍ରିମକୋର୍ଟରେ ଆସନ୍ତାକାଲି କୋଟିଆ ମାମଲାର ଶୁଣାଣି
ରାଜ୍ୟ

ସୁପ୍ରିମକୋର୍ଟରେ ଆସନ୍ତାକାଲି କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବାରୁ ଏହାର ବିରୋଧ କରି ଓଡ଼ିଶା ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି। ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ତିନିଜଣିଆ ବେଞ୍ଚ ଆଗରେ ଓଡ଼ିଶା ନିଜର ପକ୍ଷ…

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର
ରାଜ୍ୟ

ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ : ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

କୋରାପୁଟ : କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ଓଡ଼ିଶା ସରକାର। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆଜି ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ ହେବ। ଏହାପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍…