ତେଲ ପାଇଁ ୬ଘଣ୍ଟିଆ ଓଡ଼ିଶା ବନ୍ଦ
ସାରାରାଜ୍ୟରେ ଶାନ୍ତିପୂର୍ଣ୍ଣ, ୪ ବାମଦଳର ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ ଭୁବନେଶ୍ବର : ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ୍ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଗୁରୁବାର ବାମଦଳଗୁଡ଼ିକ ପକ୍ଷରୁ ଡକାଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ତୁରନ୍ତ ଦରବୃଦ୍ଧି…