• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ
ଆଧାର କାର୍ଡ ବିନା ବାହାଘର ହେବ ମନା । ବିନା ଆଧାର କାର୍ଡ ରେ ବିବାହ କରି ପାରିବେ ନାହିଁ
ରାଜ୍ୟ

ଆଧାର କାର୍ଡ ବିନା ବାହାଘର ହେବ ମନା । ବିନା ଆଧାର କାର୍ଡ ରେ ବିବାହ କରି ପାରିବେ ନାହିଁ

ଏବେ ଏବେ ଆସିଛି କିଛି ବଡ଼ ଅପଡେଟ ବାହାଘର କୁ ନେଇ। ଆଧାର କାର୍ଡ ଦେଖାଇଲେ ହେବ ବାହାଘର । ବିନା ଆଧାର କାର୍ଡ ରେ ବାହାଘର ହୋଇ ପାରିବ ନାହିଁ । ଏମିତି କିଛି ନିଷ୍ପତି ର ଶୁଣାଣି ଏବେ ଏବେ ସରକାର କରିଛନ୍ତି । ତେବେ…

କେନ୍ଦ୍ର ରେଳ ବଜେଟରେ ଓଡ଼ିଶା: ବିଜେଡି ଓ କଂଗ୍ରେସ କହିଲେ ନୈରାଶ୍ୟଜନକ, ଅପେକ୍ଷା ଠାରୁ ଅଧିକ ଅନୁଦାନ ଦିଆଯାଇଛି କହିଲା ବିଜେପି
ରାଜ୍ୟ

କେନ୍ଦ୍ର ରେଳ ବଜେଟରେ ଓଡ଼ିଶା: ବିଜେଡି ଓ କଂଗ୍ରେସ କହିଲେ ନୈରାଶ୍ୟଜନକ, ଅପେକ୍ଷା ଠାରୁ ଅଧିକ ଅନୁଦାନ ଦିଆଯାଇଛି କହିଲା ବିଜେପି

ଭୁବନେଶ୍ୱର: କେନ୍ଦ୍ର ରେଳ ବଜେଟରେ ଓଡ଼ିଶା ଦାବି କରିଥିବା ଅର୍ଥ ମିଳିନାହିଁ। ଏଣୁ ଏହାକୁ ନୈରାଶ୍ୟଜନକ ବୋଲି କହିଛି ବିଜେଡି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟ ତରଫରୁ ୭ ହଜାର ୨ଶହ କୋଟି ଟଙ୍କା ଦାବି ଥିଲା। କିନ୍ତୁ ସେହି ଅନୁସାରେ ଅର୍ଥ ମିଳିନାହିଁ ।…

ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ: ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ
ରାଜ୍ୟ

ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ: ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ୱର: ରାଜଧାନୀର ଭରତପୁର-ଚନ୍ଦକା ରାସ୍ତାର ଦାସପୁର ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଯାଉଛି। କେହି ମୃତ ମହିଳାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ…

ରାଜଧାନୀରେ ଚାଞ୍ଚଲ୍ୟ : ଭଡ଼ାରେ ନେଇ ମାରିଦେଲେ
ଅପରାଧ ରାଜ୍ୟ

ରାଜଧାନୀରେ ଚାଞ୍ଚଲ୍ୟ : ଭଡ଼ାରେ ନେଇ ମାରିଦେଲେ

ବୋରିଗୁମାରୁ ଉଦ୍ଧାର ହେଲା ଶବ, ଦମ୍ପତି ବେଶରେ ଥିଲେ ଲୁଟେରା ଭୁବନେଶ୍ବର : ଭୁବନେଶ୍ବରରୁ କୋରାପୁଟକୁ ଭଡ଼ାରେ ନେଇ ଦମ୍ପତି ବେଶରେ ଥିବା ଜଣେ ଯୁବକ ଓ ଜଣେ ଯୁବତୀ କାର୍‌ ଚାଳକଙ୍କୁ ନିର୍ମମଭାବେ ହତ୍ୟା କରି କାର୍‌କୁ ଲୁଟି ନେଇଛନ୍ତି। ହତ୍ୟାକାଣ୍ଡ ଶିକାର ହୋଇଥିବା କାର୍‌ଚାଳକ ହେଲେ…

ରାଜଧାନୀରେ ନକଲି ମାଛ, ଦେଶୀ ମାଛ ନାଁରେ ବିକ୍ରି ହେଉଛି ନକଲି ପ୍ରଜାତିର ମାଛ
ଭୁବନେଶ୍ୱର ରାଜ୍ୟ

ରାଜଧାନୀରେ ନକଲି ମାଛ, ଦେଶୀ ମାଛ ନାଁରେ ବିକ୍ରି ହେଉଛି ନକଲି ପ୍ରଜାତିର ମାଛ

ଭୁବନେଶ୍ବର ୨୩।୧: ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ । ଘିଅ, ତେଲ, ସସ୍, ଆଚାର, ମସଲା ଭଳି ଖାଦ୍ୟ ସାମଗ୍ରୀ ନକଲି ପ୍ରସ୍ତୁତ ହୋଇ ରାଜଧାନୀ ମାର୍କେଟ୍ ରେ ବିକ୍ରି ହେଉଥିବା ବେଳେ ଏବେ ବିକ୍ରି ହେଉଛି ନକଲି ମାଛ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ…

ଷ୍ଟିଲ ପ୍ଲାଣ୍ଟ କ୍ୱାଟର୍ସରେ ସେକ୍ସ ରାକେଟ୍‌ ଠାବ: ମହିଳା କିଙ୍ଗପିନ୍‌ ସମେତ ୨ ବଙ୍ଗୀୟ ଯୁବତୀ ଗିରଫ 
ରାଜ୍ୟ

ଷ୍ଟିଲ ପ୍ଲାଣ୍ଟ କ୍ୱାଟର୍ସରେ ସେକ୍ସ ରାକେଟ୍‌ ଠାବ: ମହିଳା କିଙ୍ଗପିନ୍‌ ସମେତ ୨ ବଙ୍ଗୀୟ ଯୁବତୀ ଗିରଫ 

ରାଉରକେଲା : ପୁଣି  ସ୍ମାର୍ଟସିଟିରେ ଠାବ ହୋଇଛି ସେକ୍ସ ରାକେଟ୍‌। ଗତକାଲି ବିଳମ୍ବିତ ରାତିରେ ସେକ୍ଟର-୧୫ ପୁଲିସ ଟିମ୍‌ ସେକ୍ଟର-୧୩ର ଦୁଇଟି ପରିତ୍ୟକ୍ତ ଆର୍‌ଏସ୍‌ପି କ୍ବାର୍ଟର୍ସରେ ଚଢ଼ଉ କରିଥିଲା। କ୍ବାର୍ଟର୍ସରୁ ପୁଲିସ ଜଣେ ବି ଟେକ୍‌ ଛାତ୍ର, ରାକେଟ୍‌ର କିଙ୍ଗପିନ୍‌ ମହିଳା ସମେତ ଦୁଇ ବଙ୍ଗୀୟ ଯୁବତୀକୁ ଗିରଫ…

ନିର୍ମାଣଧୀନ ଡ୍ୟାମ ଓ ବକ୍ସାଇଟ ଖଣି ବିରୋଧରେ ଏକତ୍ରିତ ହେଲେ  ଶହଶହ ଆଦିବାସୀ
ରାଜ୍ୟ

ନିର୍ମାଣଧୀନ ଡ୍ୟାମ ଓ ବକ୍ସାଇଟ ଖଣି ବିରୋଧରେ ଏକତ୍ରିତ ହେଲେ ଶହଶହ ଆଦିବାସୀ

ହାତରେ ଧନୁ ତୀର ଧରି ନିର୍ମାଣଧୀନ ଡ୍ୟାମ ଓ ବକ୍ସାଇଟ ଖଣି ବିରୋଧରେ ଏକତ୍ରିତ ହେଲେ ଶହ ଶହ ଆଦିବାସୀ ପୁରୁଷ ମହିଳା l ସୂଚନା ଯୋଗ୍ୟ ଯେ ଡ୍ୟାମ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ 7 ଖଣ୍ଡ ପଞ୍ଚାୟତର 48ଟି ଗ୍ରାମ ପ୍ରଭାବିତ ହେବ ଏବଂ ଶହ ଶହ…

ଯାଜପୁରରେ ବି ନକଲି ସସ୍ ଓ ଆଚାର କାରଖାନା ଠାବ, ବିପୁଳ କଞ୍ଚାମାଲ ଜବତ, ମାଲିକ ଅଟକ
ଅପରାଧ ରାଜ୍ୟ

ଯାଜପୁରରେ ବି ନକଲି ସସ୍ ଓ ଆଚାର କାରଖାନା ଠାବ, ବିପୁଳ କଞ୍ଚାମାଲ ଜବତ, ମାଲିକ ଅଟକ

ଧର୍ମଶାଳା୧୬/୦୧: ଯାଜପୁରରେ ଠାବ ହେଲା ନକଲି ସସ୍ ଓ ଆଚାର । କଟକ ପରେ ନକଲିର ବିଷ ବଳୟ ଏବେ ଯାଜପୁରରେ ମଧ୍ୟ କାୟା ମେଳାଇଲାଣି । ଜିଲ୍ଲାର ଧର୍ମଶାଳା ବ୍ଲକ୍‌ ସୁନ୍ଦରିଆ ପଞ୍ଚାୟତ ଷଣ୍ଢପୁର ଗ୍ରାମରେ ଦୀର୍ଘ ଦିନ ହେଲା ବେଆଇନ ଭାବେ ଚାଲିଥିବା ସସ୍‌ କାରଖାନାରେ…

ସିଲାବସ୍ ପରେ କମିଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ; କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ପାଇଁ ଏମିତି ନିଷ୍ପତ୍ତି
ଭୁବନେଶ୍ୱର ରାଜ୍ୟ

ସିଲାବସ୍ ପରେ କମିଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ; କଲେଜ୍‌ ଓ ବିଶ୍ୱବିଦ୍ୟାଳୟ ପାଇଁ ଏମିତି ନିଷ୍ପତ୍ତି

FacebookTwitterInstagram ଭୁବନେଶ୍ୱର: ପ୍ରଥମେ ସିଲାବସ୍‌ରେ କମାଇବା ପରେ ଏବେ ମାର୍କ ବି କମିଲା। କରୋନା ପ୍ରଭାବିତ ଶିକ୍ଷାବର୍ଷରେ ପିଲାଙ୍କୁ ଉପରୁ ଚାପ ହ୍ରାସ ପାଇଁ ପରୀକ୍ଷାରୁ ଫୁଲ୍ ମାର୍କ କମାଇଛନ୍ତି ସରକାର। ଏଥର ମାଟ୍ରିକ୍ ପରୀକ୍ଷାର ବିଷୟବସ୍ତୁ ୧୦୦ ମାର୍କ ବଦଳରେ ୮୦ ମାର୍କ ବିଶିଷ୍ଟ ହେବ। ସେପଟେ…

କରୋନା ଲଢ଼େଇକୁ ମିଳିଲା ବଳ; ଟିକା କ୍ଷେତ୍ରରେ ବିଶ୍ୱକୁ ପଛରେ ପକାଇଲା ଭାରତ
ଜିଲ୍ଲା ରାଜ୍ୟ

କରୋନା ଲଢ଼େଇକୁ ମିଳିଲା ବଳ; ଟିକା କ୍ଷେତ୍ରରେ ବିଶ୍ୱକୁ ପଛରେ ପକାଇଲା ଭାରତ

ଭୁବନେଶ୍ୱର: କରୋନା ଟିକାକୁ ଅନୁମତି ମିଳିବା ପରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦେଶରେ ବ୍ୟବହାର ଲାଗି ଏକାଥରକେ ଦୁଇଟି ଟିକାକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍ ଅଫ୍ ଇଣ୍ଡିଆ। (DCGI)। ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ କୋଭିସିଲ୍ଡ ଏବଂ…