କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।

କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।

କୋରାପୁଟ ଜିଲ୍ଲା : କୋଟପାଡରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ।ଏହା ସହ ମଦ ପ୍ରସ୍ତୁତି ପାଇଁ ଥିବା ବିଭିନ୍ନ ସାମଗ୍ରୀ ସହ ମଦ ବୋତଲ, ହୋଲୋଗ୍ରାମ,ଠିପି ମଧ୍ୟ ଜବତ କରିଛି ଅବକାରୀ ବିଭାଗ।ଏଠାରେ ନକଲି ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲେ ବି ଅଭିଯୁକ୍ତ ମାନେ କିନ୍ତୁ ଖସି ଯାଇଛନ୍ତି।କୋଟପାଡ ଓ ଏହାର ଆଖପାଖ ଅଂଚଳରେ ଦୀର୍ଘ ଦିନ ହେବ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା।ତେବେ ଚଢାଉ ସମୟରେ ଏଠାରେ ଡିଜେଲ ମଧ୍ୟ ଅପମିଶ୍ରିତ କରି ବିକ୍ରି କରାଯାଉଥିଲା।ଖବର ପାଇ ଯୋଗାଣ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ୨୪୫ ଲିଟର ଅପମିଶ୍ରିତ ଡିଜେଲ ଜବତ କରିଛନ୍ତି।

ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !
ଲୋକପ୍ରିୟତା ଅଧିକ ଦେଖି ନିର୍ବାଚନ ଲଢ଼ିବାକୁ ମିଳିଲା ଆମନ୍ତ୍ରଣ ନୂଆଦିଲ୍ଲୀ: ବିଜେପି ଓ ଭାରତ ଛାଡ଼ି …
ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ
ନୂଆଦିଲ୍ଲୀ: ଅଗଷ୍ଟ ୧୫ରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ। ଏହା ପରେ ପରେ କାବୁଲ ଏୟାରସ୍ପେସ …

ବିଜେପି ଛାଡି ଇସ୍ରାଏଲରେ ନିର୍ବାଚନ ଲଢ଼ିବେ ମୋଦୀ !

ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଭାରତକୁ ଅନୁରୋଧ କଲା ତାଲିବାନ

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୦୪୩ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୬

ରାଜସ୍ଥାନ ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ କପି କରିବାକୁ ‘ବ୍ଲୁଟୁଥ୍‌ ଚପଲ’ ପିନ୍ଧି ଆସିଥିବା ୫ ପରୀକ୍ଷାର୍ଥୀ ଗିରଫ

 98 

କୋରାପୁଟ