• ତାଜା ଖବର ଦେଖିବା ପାଇଁ ଆମ website www.republicodisha.in ରେ ଲଗଇନ୍ କରନ୍ତୁ

ଖବର ଏବେ ଏବେ

ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ୍

ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ୍

ମୁମ୍ବାଇ : ରାଜକୁନ୍ଦ୍ରା ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଇଛି ମୁମ୍ବାଇ ପୁଲିସ । କହିଲା, ଏଯାଏଁ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତିର ପ୍ରମାଣ ମିଳିନି । ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ଗିରଫ କରି ଜେଲକୁ ପଠାଯାଇଛି । ସୂଚନାନୁସାରେ , ଅଶ୍ଳୀଳ ଫିଲ୍ମ ନିର୍ମାଣ କରୁଥିବା ନେଇ…

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ
ମାଲକାନଗିରି

ସୀମାନ୍ତରେ ନକ୍ସଲ ପୁଲିସ ଗୁଳିବିନିମୟ; ଅଳ୍ପକେ ବର୍ତ୍ତିଲେ ବିଧାୟକ

ଗୁଳିବିନିମୟରେ ଜଣେ ଯବାନ ସହିଦ,୨ ଜଣ ଗୁରୁତର ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନାରାୟଣପୁର ବିଧାୟକଙ୍କ ଉପରେ ନକ୍ସଲ ଆକ୍ରମଣ କରିଛନ୍ତି। ତେବେ ଏହି ନକ୍ସଲ ଆକ୍ରମଣରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକ। କିନ୍ତୁ ଏହି ଗୁଳିବିନିମୟରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା…

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
କୋରାପୁଟ ଜୟପୁର

ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଜୟପୁର: ଗତ ୩ମାସ ହେବ କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ଲିଙ୍ଗରାଜ ନଗର ଅଂଚଳର ସୁଶିଳ ସୁନା(୨୨)ବୋଲି କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।…

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ଜାଇଡସ କାଡିଲାର ୭ କୋଟି ଡୋଜ

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ ଜାଇଡସ କାଡିଲାର ୭ କୋଟି ଡୋଜ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି ଯେ ଟିକାକରଣ ଉପରେ ସରକାରଙ୍କ ସମସ୍ତ ଧ୍ୟାନ ରହିଛି। ଏହି ଦିଗରେ ଅନେକ କାମ ଚାଲିଛି | ଆମ ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ, ସେମାନଙ୍କୁ ନେଇ ପ୍ରଶ୍ନ ଉଠାଇବାର କୌଣସି ଅର୍ଥ ନାହିଁ | ମଙ୍ଗଳବାର ଦିନ…

୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ, କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ

୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ, କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି | ସାରା ବିଶ୍ୱ ଏବେ କରୋନା…

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ
କୋରାପୁଟ ବୋରିଗୁମ୍ମା

ବିବାହିତା ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଇ ଜେଲ ଗଲା ଯୁବକ

ବୋରିଗୁମ୍ମା: ଜଣେ ବିବାହିତା ମହିଳାଙ୍କୁ ଅଶ୍ଲୀଳ ମେସେଜ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋରିଗୁମ୍ମା ପୁଲିସ। ଘଟଣାରୁ ପ୍ରକାଶ ଯେ, ବୋରିଗୁମ୍ମା ଥାନା ଅନ୍ତର୍ଗତ ଭେଙ୍କଟନଗର ଅଞ୍ଚଳର ଜଣେ ବିବାହିତ ମହିଳାଙ୍କୁ ପ୍ରଥମେ ଫୋନ୍‌ ଓ ପରେ ଅନେକ ଅଶ୍ଲୀଳ ମେସେଜ…

ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର: ସାରା ରାଜ୍ୟରେ ଗଡ଼ିବ ବସ୍

ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର: ସାରା ରାଜ୍ୟରେ ଗଡ଼ିବ ବସ୍

ଭୁବନେଶ୍ବର: ଜୁଲାଇ ୧୬ ତାରିଖରେ ଆଂଶିକ ତାଲାବନ୍ଦର ଅବଧି ଶେଷ ହେଉଛି। ତେଣୁ ଆଜି ସାଢ଼େ ଦୁଇଟା ବେଳେ ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ କରି ଅଗଷ୍ଟ ୧ ଯାଏଁ  ଆଂଶିକ ଲକଡାଉନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।…

ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଗତ କାଲି ଉଭୟ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବା ପରେ ଆଜି ଅର୍ଥାତ ଜୁଲାଇ ୧୬ ତାରିଖରେ ତାହା ଅପରିବର୍ତ୍ତିତ ରହିଛି । ଇଣ୍ଡିଆଲ ଅଏଲ ପକ୍ଷରୁ ଜାରି ଦର ତାଲିକା ଅନୁସାରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୫୪ ଓ…

ତେଲ ପାଇଁ ୬ଘଣ୍ଟିଆ ଓଡ଼ିଶା ବନ୍ଦ
ଭୁବନେଶ୍ୱର

ତେଲ ପାଇଁ ୬ଘଣ୍ଟିଆ ଓଡ଼ିଶା ବନ୍ଦ

ସାରାରାଜ୍ୟରେ ଶାନ୍ତିପୂର୍ଣ୍ଣ, ୪ ବାମଦଳର ବନ୍ଦ ସମର୍ଥନରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ ଭୁବନେଶ୍ବର : ପେଟ୍ରୋଲ, ଡିଜେଲ୍‌, ରନ୍ଧନ ଗ୍ୟାସ୍‌ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଗୁରୁବାର ବାମଦଳଗୁଡ଼ିକ ପକ୍ଷରୁ ଡକାଯାଇଥିବା ୬ଘଣ୍ଟିଆ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ତୁରନ୍ତ ଦରବୃଦ୍ଧି…

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ପସନ୍ଦ କଂପାନିର ଚାକିରି ପାଇଁ ଡାକରା ଆସିପାରେ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ। ବୃଷ: ପରିବାର ଲୋକ ସହିତ ଯୁକ୍ତିତର୍କ ହୋଇପାରେ। ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନ ଦେଖାଦେବ।…