ଘରେ ଝଗଡ଼ା ହେବାରୁ ଡେଇଁ ପଡିଥିଲେ… ମହାନଦୀର ପ୍ରଖର ସୁଅରୁ ଜୀବିତ ଉଦ୍ଧାର ହେଲେ ମହିଳା

ପାରାଦୀପ : ମହାନଦୀର ପ୍ରଖର ସୁଅରୁ ଜୀବିତ ଉଦ୍ଧାର ହେଲେ ମହିଳା । ପାରିବାରିକ କଳହରୁ ଆତ୍ମହତ୍ୟା କରିବା ପାଇଁ ମହାନଦୀକୁ ଡେଇଁ ପଡିଥିଲେ ମହିଳା । ଜଗତସିଂହପୁର ଜିଲ୍ଲା ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ଆଉ ପ୍ରଖର ସୁଅରେ ଭାସି ଯାଇଥିଲେ ପ୍ରାୟ ୫ କିଲୋମିଟର ଦୂର । ନେହେରୁ ବଙ୍ଗଳା ମହାନଦୀ ମୁହାଣ ପର୍ଯ୍ୟନ୍ତ ଭାସିଯାଇଥିଲେ । ସେଠାରୁ ତାଂକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ମହିଳା ଜଣକ ଭୁତୁମୁଣ୍ଡାଇ ଅଞ୍ଚଳର ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *