ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ଭୁବନେଶ୍ବର ଓଡିଶା କୁ ସାରାସଚ ଅନୁଷ୍ଠାନ ପକ୍ଷରୁ ବେଷ୍ଟ ଏନ୍ ଜି ଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧନା କରା ଯାଇଛି – –

                     ସାରାସଚ ଟିଭି ଓ ମିଡିଆ ଅନୁଷ୍ଠାନ ପକ୍ଷରୁ   ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ  ସମ୍ଵର୍ଦ୍ଧିତ କରିବା ସହିତ ଜୟ ମା ଭବାନି ଟ୍ରଷ୍ଟ  କୁ "ବେଷ୍ଟ ଏନଜିଓ  ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧିତ କରିଛନ୍ତି ଟ୍ରଷ୍ଟ ପକ୍ଷରୁ ସମାଜ ରେ  ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ ପିଲାମାନଙ୍କ  ପାଖରେ ପହଞ୍ଚି ସେମାନଙ୍କୁ କିଛି ସମୟ ଖୁସି ଓ ଶାନ୍ତି ବାଣ୍ଟୁ ଥିବାରୁ ଏହି ସମ୍ମାନ ପ୍ରଦାନ କରଯାଇଛି, ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ର ରେ ବହୁ ସମ୍ମାନସୂଚକ  ଉପାଧି ପ୍ରଦାନ କରିଛନ୍ତି, ଏହି ଅନୁଷ୍ଠାନର ପ୍ରତିଷ୍ଠାତା  ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଆମେ ବହୁତ ବହୁତ ଧନ୍ୟବା ଦଜଣାଉଛୁ, ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର ଓଡିଶା

Leave a Reply

Your email address will not be published. Required fields are marked *