ମୁଣ୍ଡଳୀ ବ୍ରିଜରେ ପୁଣି ଅଘଟଣ, ବାଇକ ରଖି ନଦୀକୁ ଡେଇଁଲେ ଯୁବକ !

କଟକ; ବାଇକ ରଖି ମହାନଦୀକୁ ଡେଇଁଲେ ଯୁବକ। ମୁଣ୍ଡଳୀ ବ୍ରିଜ ଉପରେ ରହିଛି ବାଇକ ଓ ହେଲମେଟ। ଯୁବକ ଜଣକ ମହାନଦୀକୁ ଡେଇଁ ପଡିଥିବା ଆଶଙ୍କା କରାଯାଉଛି। ଯୁବକ ଜଣକ ନିଆଳି ଅଞ୍ଚଳର। ବାଇକ୍ ଉପରେ ଏକ ଏୟାର ବ୍ୟାଗ୍ ରଖାଯାଇଛି। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି।

Leave a Reply

Your email address will not be published. Required fields are marked *