୫ଟି ସଚିବ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଧର୍ମଶାଳା,(ନି.ପ୍ର) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିନ ଭି.କେ ପାଣ୍ଡିଆନଙ୍କ ଆଜି ଯାଜପୁର ଜିଲ୍ଲା ଧର୍ମଶାଳା ମହୋତ୍ସବ ପଡିଆ ଏକ ବୃହତ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କ୍ରମରେ ଆଜି ପ୍ରଥମ ବଡଚଣାର ହେଲି ପ୍ୟାଡ୍ ରୁ ଓହ୍ଲାଇ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାରୁ ଅଭିଯୋଗ ଶୁଣାଣି ସାରିଲା ପରେ ଚଣ୍ତିଖୋଲ ମହାବିନାୟକ ମନ୍ଦିରରେ ପହଞ୍ଚିଥିଲେ ୫ଟି ସଚିବ । ଭଗବାନ୍ ଙ୍କୁ ଦର୍ଶନ ସାରିବା ପରେ ମଧ୍ୟାହ୍ନ ୧୨ଟାରେ ଧର୍ମଶାଳା ପଡିଆରେ ପହଞ୍ଚିଥିଲେ । ଫୁଲ ପକାଇ ସ୍ବାଗତ କରିଥିଲେ ହଜାର ହଜାର ମହିଳା ଏ ଯୁବକ ସଭାମଞ୍ଚ ପୂର୍ବରୁ ଅପେକ୍ଷା କରିଥିବା ମହିଳାମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଆପଣମାନେ ଯେଉଁ ଦରଖାସ୍ତ ୫୦୦ ରୁ ଉର୍ଦ୍ଧ୍ବ ଅଭିଯୋଗ ଆସିଛି, ତାର ଦୂରନ୍ତ ବିଚାର କରାଯିବ । ମିଶନଶକ୍ତି କାପେ, ହସ୍ପିଟାଲରେ ଖଇବା, ବିଦ୍ୟୁତ ବିଲ୍, ମଧ୍ୟଙ୍କ ଭୋଳନ, ତ୍ରିରଙ୍ଗା ସିଲେଇ କରିବା ଆଦି ରେ ମିଶନଶକ୍ତି ମହିଳା ସାମିଲ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି । ଜିଲ୍ଲା ଫେଡେରେସନ ମିଶନଶକ୍ତି ଗୃହ ସବୁଠାରୁ ଭଲ ହୋଇଛି । ଜିଲ୍ଲାରେ ୩୦୦ ମିଶନଶକ୍ତି ଗୃହ ହୋଇଛି। ୨୪୦ ହସ୍ତାନ୍ତର ହୋଇଛି, ଜିଲ୍ଲାପାଳ ଖୁବଶୀଘ୍ର ବାକି ତଦାରଖ କରି ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲାରେ ଯେଉଁ ସରକାରୀ ଚିଲ୍ଲି ଖାଲି ପଡିଛି ସେଗୁଡିକ ମିଶନ ମହିଳାଙ୍କୁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଭଳି ସୁବିଧା ଦେଉଛନ୍ତି । ଆପଣମାନେ ସେ ଘର ଗୁଡିକ ମରାମତି କରି ବିନା ରଡରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁବଶୀର୍ଷ ଖୁସି ଖବର ପାଇବେ। ଦିଆଯିବ। ସ୍କୁଟି ପାଇଁ ୧୭୦୦ ଆପ୍ଲିକେସନ ଆପଣ ଓଡିଶା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ ଆସିଛି, ଆଇ ୨୦୦ ରେଡି ହେଲେ ତୁରନ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ୩ ଟି ନୂଆ ନିଷ୍ପତି ନେଇଛନ୍ତି । ପ୍ରଥମ ନିଷ୍ପରି ହେଇଛି ଏମକେ, ସିଆରପିଙ୍କ ଦରମା ବଢିବ। ୧୦୦ ପ୍ରତିଶତ ଦରମା ସରକାର ବହନ କରିବେ। ଯାଜପୁରକୁ ୧ ନମ୍ବର କରିବା ପାଇଁ ସମସ୍ତେ ଲାଗନ୍ତୁ । ଯାଜପୁର ମହିଳା ମାନେ ୫ ଲକ୍ଷ ଲୋନ ଦିଅନ୍ତୁ। ଏହା ହେଲେ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ବିନା ସୁଧରେ ଋଣ ଦେବାକୁ ଚିନ୍ତା କରିବେ । ୨% ୨୦+ ୧ ଯାଜପୁରର ମିଶନଶକ୍ତି ମହିଳା ୧୮୬ କୋଟି ଋଣ ନେଇଛନ୍ତି। ୨୧-୨୨ରେ ୨୪୦ କୋଟି, ୨୨- ୨୩) ରେ – ୫୪୦ କୋଟି, ଦୁଇ ବର୍ଷ ମ ରେ ୧୦୦୦ କୋଟି ନିଅନ୍ତୁ। ପ୍ରତ୍ୟେକ ଯୋଜନାରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ମହିଳାଙ୍କୁ ସାମିଲ କରିଥିଲେ । ମହିଳାଙ୍କୁ ବାହାରକୁ ଆସିବା ପାଇଁ ଅଧିକ ମହିଳା ଯୋଗ ଦେଇଥିଲେ । ୭୦ ଲକ୍ଷ ମହିଳା ସାମିଲ ହେଲେ । ବିନା ସୁଧରେ ୭୦ ହଜାର ଗ୍ରୁପ୍ ୫୪୦ କୋଟି ଟଙ୍କା ଦେଇଛନ୍ତି ବୋଲି ଜଣାଇଥିଲେ। ମନ୍ଦିର, ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କଲେ । ଗୋଟିଏ ମସଜିଦ୍ , କମ୍ୟୁନିଟି ହଲ ପାଇଁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ଧର୍ମଶାଳା ଅଞ୍ଚଳରେ ବିଭିନ୍ନ ମହାବିଦ୍ୟାଳୟ ଗୁଡିକ ଖୁବ୍ ଶୀଘ୍ର ୫ଟି ରେ ରୂପାନ୍ତରିତ ହେବ ବୋଲି ପ୍ରତିଶୃତି ଦେଲେ । ଯେଉଁ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଯାଉଛି ତାହା ୩ ଦିନ ମଧ୍ୟରେ ଜିଲ୍ଲାପାଳ ଓ ବିଡିଓଙ୍କୁ ନିର୍ଦ୍ଦେଶରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ପରିଶେଷରେ ଧର୍ମଶାଳା ବ୍ଲକ୍ ସବୁ ବ୍ଲକ୍ ଅପେକ୍ଷା ଆଗୁଆ କାର୍ଯ୍ୟ କରିବାରେ ନଂ ୧ ବୋଲି ଘୋଷିତ କଲେ ।

Leave a Reply

Your email address will not be published. Required fields are marked *