ଡାକ୍ତର ଲକ୍ଷ୍ମୀଧର ନାୟକ ଏକାଦଶାହ ପାଳନ ।

ପୁରୀ ଜିଲ୍ଲାର ନିମାପଡ଼ା ସ୍ଥିତ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଡାକ୍ତର ଲକ୍ଷ୍ମୀଧର ନାୟକ ଙ୍କ ଏକାଦଶାହ ପାଳନ ହୋଇଯାଇଛି । ସେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହିସାବରେ ଓଡ଼ିଶା ର ଅନେକ ସ୍ଥାନରେ ରହି କାର୍ଯ୍ୟ କରି ଆସିଥିଲେ। ତାଙ୍କର ଉକ୍ତ ଏକାଦଶାହ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସମୀର ରଞ୍ଜନ ଦାସ ତଥା ଅନେକ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ଡାକ୍ତର ଲକ୍ଷ୍ମୀଧର ନାୟକ ଙ୍କ ଜୀବନୀ ଉପରେ ଆଲୋକପାତ କରି ଥିଲେ। ଡାକ୍ତର ଲକ୍ଷ୍ମୀଧର ନାୟକ ବିଭିନ୍ନ ସାମାଜିକ ସଙ୍ଗଠନ ସହ ମିଶି ଅନେକ ସମାଜ ହିତକର କାର୍ଯ୍ୟମାନ କରିଆସୁଥିଲେ ।

Leave a Reply

Your email address will not be published. Required fields are marked *