ବରୁହା ଛକ ନିକଟରେ ମର୍ମନ୍ତୁନ୍ତ ସଡ଼କ ଦୁର୍ଘଟଣା ଘଟଣା ସ୍ଥଳ ରେ ଜଣେ ମୃତ୍ୟୁ,

ଯାଜପୁର ସଦର ଥାନା ଅଧିନସ୍ତ ବରୂହା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୃଘଟଣା ଦୁର୍ଘଟଣା ସ୍ଥଳରେ ଜଣେ ମହିଳା ମୃତ୍ୟୁ
ମୃତ ମହିଳା ଠିକଣା କୁଆଖିଆ ବୋଲି ଜଣା ପଡିଛି ଯାଜପୁର ରୁ କୁଆଖିଆ ଅଭିମୁଖେ ବାଇକ ରେ ଫେରୁଥବା ବେଳେ ଅନ୍ୟ ପଟୁ ଯାଜପୁର ଅଭିମୁଖେ ଆସୁଥିବା ତେଲ ଟ୍ରାଙ୍କର ସାମ୍ନାପଟୁ ଧକା ଦେଇଥିଲା ଘଟଣା ସ୍ଥଳେ ଜଣେ ମହିଳାଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା,ଘଟଣା ସ୍ଥଳେ ପୋଲିସ ପହଂଚି ତଦନ୍ତ ଜାରିରଖିଛି
ଯାଜପୁର ଜିଲ୍ଲା ରୁ ଶ୍ରୀକାନ୍ତ ବିଶ୍ୱାଳ ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା

Leave a Reply

Your email address will not be published. Required fields are marked *