ବାଇକ ଓ ବଲୋର ଗାଡି ଦୁଘଟଣା ଜଣେ ମୃତ୍ୟୁ ଆଉ ଜଣେ ଗୁରୁତର

ରାୟଗଡା ଜିଲା କାଶିପୁର ବ୍ଲକ ସିଆଡିମାଳ ନିକଟରେ ରେ ବାଇକ ଓ ବଲୋର ଗାଡି ଦୁଘଟଣା , ବାଇକ୍ ରେ ଦୁଇ ଜଣ କୌଣସି କାମରେ କାଶିପୁର ଆସି ଘରକୁ ଯାଉଥିବା ବେଳେ ବାଟରେ ଏହି ଅଘଟଣ ଘଟି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ସେହି ଘଟଣା ସ୍ଥଳରୁ ଉଦ୍ଧାର କରି ପ୍ରଥମେ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଗୁରୁତର ଥିବାରୁ ରାୟଗଡ଼ା ଜିଲ୍ଲା ଡାକ୍ତଖାନାକୁ ପଠାଇ ଥିବା ସୂଚନା ମିଳିଛି , ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ହଇଥିବା ବ୍ୟକ୍ତି ହେଲେ ହାରୁ ମାଝୀ ବୟସ ୪୦ ଗ୍ରାମ ସିନ୍ଦୁର ଘାଟି ଏବଂ ଆହାତ ବ୍ୟକ୍ତି ରାଜେନ୍ଦ୍ର ମାଝୀ ବୋଲି ଜଣା ପଡିଛି , ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ବଲୋର ଗାଡି ସେହି ସମୟରେ ଚମ୍ଫଟ ମାରିଥିବା ସୁଚନା ମିଳିଛି l (ରାୟଗଡା ରୁ ପ୍ରଫୁଲ କୁମାର ବେହେରା ଙ୍କ ରିପୋର୍ଟ ରିପବ୍ଲିକ ଓଡିଶା)

Leave a Reply

Your email address will not be published. Required fields are marked *