ସ୍କୁଲର ଅବ୍ୟବସ୍ତାକୁ ନେଇ ଦୀର୍ଘ୧୫ କିଲୋମିଟ ଚାଲି ଚାଲି ଆସିଲେ କୁନି କୁନି ପିଲା

Anchor – ପୁଣି ଅବ୍ୟବସ୍ଥା ଘରରେ ରାୟଗଡା ଜିଲ୍ଲା ଆବlସିକ ବିଦ୍ୟାଳୟ ସ୍କୁଲର ଅବ୍ୟବସ୍ତାକୁ ନେଇ ଦୀର୍ଘ ୧୫ କିଲୋମିଟ ଚାଲି ଚାଲି ଆସିଲେ କୁନି କୁନି ପିଲା।ଖୋଦ ଆଦିବାସୀ ମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥା, ଅନ୍ୟ ଜିଲ୍ଲାର ସ୍ଥିତି କଣ କୁହାଯିବ, ଏବେ ଜିଲ୍ଲାରେ ବାଘର ଆତଙ୍କ ଦେଖିବାକୁ ମିଳିଛି।ଏଚିତ୍ର ହିଁ ବୟାନ କରୁଛି ଜିଲ୍ଲାରେ କିପରି ଚାଲୁଛି ସମସ୍ତ ହଷ୍ଟେଲ ସ୍କୁଲ,ରାୟଗଡା ବଡ଼ରାଇସିଙ୍ଗ,ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ର 14 ଜଣ ପିଲା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲ ରହୁଥିବା ପିଲାମାନଙ୍କୁ ଖାଇବା ପିଇବା ରେ ଅବହେଳା ସହିତ ଅଭଦ୍ର ଭାଷରେ ଗାଳି ଗୁଲଜ ଅଭିଯୋଗ ନେଇ ଆଜି ରାତି 4 ଟାରୁ ଦୀର୍ଘ 15 କିଲୋମିଟର ଚାଲି ଚାଲି ଜିଲ୍ଲା ପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଆସିଛନ୍ତି।ଉକ୍ତ ହଷ୍ଟେଲ ରେ,100 ଜଣ ବାଳକ ଏବଂ 140 ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ର। ରାୟଗଡା ରୁ ପ୍ରଫୁଲ କୁମାର ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *