ଝରାପାଲି କ୍ରାନ୍ତିପଡ଼ା ରେ ଶୀତବସ୍ତ୍ର ବଣ୍ଟନ


ବରଗଡ:-!୪.୧)ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟା ଗୀତାଞ୍ଜଳି ଭୂଏ ଓ ତାଙ୍କର ସ୍ୱାମୀ ମୂରଲୀଧର ଭୂଏ ଝରାପାଲି ମାର୍କେଟ ର କ୍ରାନ୍ତିପଡା ର ଅସହାୟ,ନିସହାୟ, ଅନାଥ,ବୃଦ୍ଧବୃଦ୍ଧା ମାନଙ୍କୁ ଶୀତ ବସ୍ତ୍ର(କମ୍ବଳ) ପ୍ରଦାନ କରିଥିଲେ।ଉକ୍ତ ବୃଦ୍ଧବୃଦ୍ଧା ମାନେ ଉକ୍ତ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଓ ତାଙ୍କର ଶୁଭକାମନା ସହିତ କୃତଜ୍ଞତା ଜଣାଇଥିଲେ।ଏହି ସାହାଯ୍ୟ ପାଇଁ ଉପସ୍ଥିତ ଥିବା କ୍ରାନ୍ତିପଡା ଜନ ସାଧାରଣ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *