ପ୍ରଧାନ ଶିକ୍ଷକଙ୍କ ବାପାଙ୍କ ଦେହାନ୍ତ


ବରଗଡ:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ପଞ୍ଚାୟତ ନାଗପଡା ର ବୟୋଜ୍ୟେଷ୍ଠ ଧାର୍ମିକ ବ୍ଯକ୍ତି ତଥା କୁରୁଆଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଦାନନ୍ଦ ଗରିଆଙ୍କ ବାପା ସ୍ବର୍ଗତ ନୀଳମଣି ଗରିଆଙ୍କ ଆଜି ଦେହାନ୍ତ ଘଟିଯାଇଛି।ମୁତ୍ଯୁ ବେଳକୁ ତାଙ୍କୁ ୮୧ ବର୍ଷ ହେଉଥିଲା।ତାଙ୍କର ଗୋଟିଏ ପୁତ୍ର ୩ଟି ଝିଅ ଓ ଗୋଟିଏ ନାତି ସମ୍ବତି ଗରିଆ। ତାଙ୍କର ପୁତ୍ର ସଦାନନ୍ଦ ଗରିଆ ମୁଖାଗ୍ନି ଦେଇଥିଲେ।ସ୍ବର୍ଗତ ନୀଳମଣି ଗରିଆ ଅଞ୍ଚଳର ଜଣେ ଜଣାଶୁଣା ବ୍ଯକ୍ତି ଥିଲେ।ତାଙ୍କ ବିୟୋଗରେ ନାଗ ପଡା ଗ୍ରାମରେ ଶୋକର ଛାୟା ଖୋଲିଯାଇଛି।ଶେଷ ଦର୍ଶନ ପାଇଁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି।
ପଶ୍ଚିମ ଓଡ଼ିଶା ରୁ ବ୍ୟୁରୋ ଚିଫ ନବୀନ କୁମାର ଦାଶ ଙ୍କ ରିପୋର୍ଟ ରିପବ୍ଲିକ ଓଡ଼ିଶା

Leave a Reply

Your email address will not be published. Required fields are marked *