ସଡ଼କ ସୁରକ୍ଷା ସଚେତନତା କାର୍ଯକ୍ରମ

ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ପି ଏ ଆଇ ଟି ଡି ଏ ସଭା ଗୃହ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇ ଅ ଛି l ଅନୁଷ୍ଠିତ କାର୍ଯ କ୍ରମ କୁ ମୁଖ୍ୟ ଅତିଥି ଭାବରେ ସଡ଼କ ପରିବହନ ଅଧିକାରୀ ଫୁଲବାଣୀର ଶିଶିର କୁମାର୍ ସାହୁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସପ୍ରାପ୍ତ କମାନ୍ଦେଣ୍ଟ ଓଡିଶା ପୋଲିସ ର ନବୀନ କିଶୋର ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଦେବାଶିଷ ମିଶ୍ର, ପୋଲିସ୍ ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ, ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ଜିଲ୍ଲା ଯୁବ ଅଧିକାରୀ ନଭନିତ୍ କୁମାର୍ ଏବଂ ସହକର୍ମୀ ସତ୍ୟ ବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ କୁ ଯୁବକ ସଂଘ ର ସଭ୍ୟ ସଭ୍ୟା, ସ୍ୱଚ୍ଛ l ସେବୀ, ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ଥିଲେ l ଏହି ଅବସରରେ ଏକ ପଦ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋ ଇ ଥିଲା l ମୁଖ୍ୟ ଅତିଥି ଅନୁଷ୍ଟିତ କାର୍ଯ କ୍ରମ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ସମସ୍ତ ଜନସାଧାଣଙ୍କୁ ଅବଗତ କରିଥିବା ବେଳେ ସ୍ବଚ୍ଛ l ସେବୀ ଶିବେନ୍ଦ୍ର ଦିଗାଲ ଧନ୍ୟ ବାଦ ଅର୍ପଣ କରି ଥିଲେ l

Leave a Reply

Your email address will not be published. Required fields are marked *