ନାଗପଡା ରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼(୨୮.୨)ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତ ର ନାଗପଡ଼ା ଗ୍ରାମ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି।ସଂମ୍ପର୍କ ପରିବାର,ବରଗଡ ର ଅଧ୍ୟକ୍ଷ ରଂଜନ ସେଠ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ […]

ଅଡଗାଁ ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକୋତ୍ସବ ଅବସରରେ ରକ୍ତ ଦାନ ଶିବିର

ବରଗଡ:-(୨୮.୨)ଅଡଗାଁ ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକୋ ତ୍ସବ ଗାଇସିମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିପାଲି ଗ୍ରାମ ର ବାବା ମଠ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅଡଗାଁ ପ୍ରାଥମିକ କୃଷୀ ସମବାୟ ସମିତି […]

ଲରମ୍ଭା କଲେଜରେ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବରଗଡ:-(୨୮.୨)ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଅଛି ।ସଂପ୍ରତି ମହିଳାଙ୍କ ଉପରେ ଆକସ୍ମିକ ଆକ୍ରମଣର ମୁକାବିଲା ଜରୁରୀ ମନେକରି ତାଲିମ ଶିବିର […]

ସରଣ୍ଡା ମହା ଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ

ବରଗଡ:-(୨୭.୨)ବରଗଡ଼ ଜିଲା ଅତାବିରା ବ୍ଲକ ସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ବିଶ୍ୱେଶ୍ୱର ବାବାଙ୍କ ଶୈବ ପୀଠରେ ମହା ଶିବରାତ୍ରି ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ […]

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁଶୀଲ କୁମାର ସେଟ୍ ଙ୍କୁ ଅଭିନନ୍ଦନର ସୁଅ

ବରଗଡ:-(୨୬.୨)ଆଜି ସୋମବାର ଅପରାହ୍ନ ୫ଘଣ୍ଟା ସମୟରେ ସୁଶୀଲ କୁମାର ସେଟ୍ ଙ୍କ ବାସ ଭବନରେ ଶିକ୍ଷକ ଜୟଦେବ ନାଏକ, ଆମିଏଲ୍ କାଣ୍ଡୁଲାନା,କୃତାର୍ଥ ଚନ୍ଦ୍ର ଭୁଏ,ରମେଶ ଭୁଏ,କୈଳାସ ଭୁଏ,ରାଜକିଶୋର ବରିହା,ଗୁଣମଣି ଲୁହା,ସୁବାଷ ମହାନନ୍ଦ ଆଦି ସାକ୍ଷାତ […]

ମେରଗେଟ ଟିକରା ଠାରେ ଶ୍ରୀ ହନୁମାନ ଓ ଲକ୍ଷ୍ମୀ,ଗଣେଶ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବରଗଡ:-(୨୭.୨)ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ମେରଗେଟ ଟିକରା ଠାରେ ଶ୍ରୀ ହନୁମାନ ଓ ଲକ୍ଷ୍ମୀ,ଗଣେଶ ବିଗ୍ରହ ପ୍ରତିଷ୍ଠା ଉତ୍ସବ ୨୭ ମଙ୍ଗଳବାର ଆରମ୍ଭ ହୋଇ ୨୯ ଗୁରୁବାର ରେ ପୂର୍ଣ୍ଣାହୁତି ହେବ […]

ପଦ୍ମପୁର ବିଜୟ ଧାରାକୁ ଫେରିଛି ବିଜେପି”ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପି ରେ ସାମିଲ୍

“ବରଗଡ:-(୨୭.୨)ନିର୍ବାଚନ ଯେତେ ପାଖେଇ ଆସୁଛି,ରାଜନେତା,କର୍ମୀ, ଏପରିକି ସାଧାରଣ ଜନତାଙ୍କ ମଧ୍ଯ ରେ ରାଜ ନୈତିକ ଉଷ୍ମତା ଧିରେ ଧିରେ ବଢିବାକୁ ଲାଗିଛି।ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ପ୍ରତି ଲୋକଙ୍କ ବିଶ୍ୱାସ ବଢି […]

ଜାତୀୟ ନୂତନ ଶିକ୍ଷାନୀତି ଓ ଶିକ୍ଷା ଅଧିକାର ଆଇନ ଉପରେ ଆଲୋଚନା ଚକ୍ର

ବରଗଡ:-(୨୬.୨)ବରଗଡ ସ୍ଥିତ ବେହେରା ଟିକ୍ରା ସମଲେଶ୍ଵରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିକ୍ଷା ଅଧିକାର ଆଇନ ଓ ଜାତୀୟ ନୂତନ ଶିକ୍ଷା ନୀତି ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା।ଏହି କାର୍ଯ୍ୟକ୍ରମ […]

ଚକୁଲିଫାର୍ମ ରେଲୱେ ଅଣ୍ଡରପାସ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ବରଗଡ:-(୨୬.୨)କେନ୍ଦ୍ର ସରକାର ଙ୍କ ଅମୃତ ଭାରତ ଷ୍ଟେସନ ଯୋଜନା ରେ ଅନ୍ତର୍ଭୁକ୍ତ କରି ବରଗଡ ଜିଲ୍ଲା ଅତାବିରା ବ୍ଳକ ଗୋଡଭଗା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଫାର୍ମ ଦେଇ ଯାଇ ଥିବା ପୂର୍ବତଟ ରେଳପଥରେ ୩ […]

ପଁରାପାଟ ରେ ବରଗଡ ମାଧ୍ୟମିକ ତାଲିମ ବିଦ୍ୟାଳୟ ର ୧୯୮୦ ରୁ ୮୨ ଶିକ୍ଷା ବର୍ଷର ବନ୍ଧୁ ମିଳନ

ବରଗଡ:-(୨୬.୨)ବରଗଡ ଜିଲ୍ଲା ପଁରାପାଟ ମନ୍ଦିର ନିକଟରେ ବରଗଡ ମାଧ୍ୟମିକ ତାଲିମ ବିଦ୍ୟାଳୟ ର ୧୯୮୦ ରୁ ୮୨ ଶିକ୍ଷା ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ […]